ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୧୯।୮ (ଡି.ଏନ.ଏ.)- ଭଦ୍ରକ ଜିଲା ମଞ୍ଜୁରିରୋଡ ରେଳ ଷ୍ଟେଶନ ନିକଟରେ ସୋମବାର ଟ୍ରେନ୍‌ରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ସାନଶାସନ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର କେଶବ ଜେନା(୬୨)। ସେ ବାଲେଶ୍ୱର ଯିବା ପାଇଁ ରେଳଧାରଣା କଡ଼ ଦେଇ ମଞ୍ଜୁରିରୋଡ ଷ୍ଟେଶନକୁ ଯାଉଥିବା ବେଳେ ଟ୍ରେନ୍‌ରେ କଟି ଯାଇଥିଲେ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଭଦ୍ରକ ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଫୁଟ ତଳକୁ ଖସିଲା ଟ୍ରକ୍‌

ବାଙ୍ଗିରିପୋଷି,୬।୧୨(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ସୋମବାର ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇରନ ପାଇପ୍‌ ବୋଝେଇ ଟ୍ରକ୍‌ଟି...

ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି...

ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର...

ଦମ୍ପତିଙ୍କ ଦ୍ୱାରା ୧୦ ଲକ୍ଷ ଟଙ୍କା ଠକେଇ, ଥାନାରେ ଏତଲା

ଦିଗପହଣ୍ଡି,୧୮ା୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ଦଳିତ ସାହିର ବହୁ ସଂଖ୍ୟକ ମହିଳାଙ୍କ ଠାରୁ ପ୍ରାୟ ୧୦ ଲକ୍ଷଟଙ୍କା ଠକେଇ ନେଇ ଥାନାରେ ଅଭିଯୋଗ ହୋଇଛି।...

୧୫ରୁ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଆରାଧ୍ୟା ଦେବୀ ମା’ ତାରାତାରିଣୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଚଳିତ...

ଦୁର୍ଘଟଣା ପରେ ପିଟି ମାରିଦେଲେ

ବାରିପଦା ଅଫିସ/ବାଙ୍ଗିରିପୋଷି,୨୦।୪(ଡି.ଏନ.ଏ.): ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ଦୁର୍ଘଟଣା ଘଟାଇ ସ୍କର୍ପିଓ...

ଜମିବାଡ଼ି ବିବାଦ ନେଇ ଆକ୍ରମଣ, ୬ ଗିରଫ

ନିମାପଡ଼ା,୧୧ା୫(ଡି.ଏନ.ଏ): ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସୋମବାର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଉଭୟ...

ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା

ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌...

Advertisement
Archives

Model This Week