Posted inଜାତୀୟ

ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ୫୧ ପୋଲିସ ବାବୁଙ୍କୁ ଜରିମାନା

ମିରଟ,୭।୯: ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ ବାବୁମାନେ ମଧ୍ୟ ଏହି ନୂଆ ଆଇନ ଅନୁସାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଦେଇଛନ୍ତି। ଉତ୍ତରପ୍ରଦେଶ ମିରଟରେ ୫୧ ପୋଲିସ କର୍ମଚାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଇନସ୍ପେକ୍ଟର, ୭ ସବ୍‌ ଇନସ୍ପେକ୍ଟର, କନେଷ୍ଟବଳ ଏବଂ ହେଡ୍‌ କନେଷ୍ଟବଳ ସାମିଲ୍‌ ଥିବା କୁହାଯାଉଛି। ପୋଲିସ କର୍ମଚାରୀ ଜରିମାନା ଦେଉଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ...

ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି କୁକୁର: ଭିଡ଼ିଓ ଭାଇରାଲ

ଚେନ୍ନାଇ,୧୯।୧୧: ପ୍ଲାଟଫର୍ମର ସୁରକ୍ଷା ଦାୟିତ୍ୱ ଆର୍‌ପିଏଫ୍‌ ଉପରେ ନ୍ୟସ୍ତ ରହିଥାଏ। ତେବେ ଚେନ୍ନାଇରେ ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି ଏକ...

କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତର, ପୋଲିସ ଉପରେ ପଥରମାଡ଼

ମୁରାଦାବାଦ,୧୫ା୪: ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଡାକ୍ତରୀ ଦଳର ଏକ୍‌ ଟିମ୍‌କୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ମୁରାଦାବାଦର ନାଗଫଣୀ ଥାନା ଅନ୍ତର୍ଗତ ହାଜି...

ଏଲ୍‌ଓସିର ପାନସରରେ ୧୫୦ ମିଟର ଲମ୍ବ ସୁଡ଼ଙ୍ଗ ଠାବ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପୁଣି ଏକସୁଡ଼ଙ୍ଗ ଠାବ କରାଯାଇଛି। କଠୁଆ ଜିଲାର ହୀରନଗରର ପାନସରଠାରେ ୧୫୦ ମିଟର ଲମ୍ବ...

କଟା ହେଲା ୮ଶହ ଗଛ: ଫସର ଫାଟିଲା ବିକ୍ଷୋଭ; ଶହେରୁ ଅଧିକ ଗିରଫ

ମୁମ୍ବାଇ,୫।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କାଟିବା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ତାହା ଫସର ଫାଟ ଯାଇଛି।...

ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍‌ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ...

କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା

ନୂଆଦିଲ୍ଲୀ,୨୨।୩: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ କେନ୍‌-ବେଟଓ୍ବା ଲିଙ୍କ୍‌ ବୁଝାମଣା ହୋଇଛି। ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦୁଇ ରାଜ୍ୟ...

ବସ୍‌ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଶିଶୁ, ଡ୍ରାଇଭର୍‌, କଣ୍ଡକ୍ଟର ପଚାରିବାରୁ…

ନୋଏଡା,୧୦।୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବସ୍‌ରୁ ଅପହରଣ ହୋଇଥିବା ଏକ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗ୍ରେଟର ନୋଏଡାର ବସ୍‌ ଡିପୋରୁ...

Advertisement


Archives

Model This Week