Posted inଫୁରସତ

ଟେଣ୍ଟ ସିଟି

ଆମେରିକା, ନ୍ୟୁଜର୍ସିର ଲେକ ଉଡ୍‌ ନିକଟରେ ଅଛି ଏକ ଛୋଟିଆ ସହର। ଏହି ସହର ସାଧାରଣ ସହରଠୁ ଭିନ୍ନ। କାରଣ ଏଠାରେ ନାହିଁ ଇଟା ସିମେଣ୍ଟର ଘର। କି ବଡ଼ ବଡ଼ ସୁଉଚ୍ଚ ଅଟ୍ଟାଳିକା। ଖାଲି ଦେଖିବାକୁ ମିଳେ ଧାଡି ଧାଡି ଟେଣ୍ଟ। କାରଣ ଏଇ ସହରରେ ଲୋକେ ଟେଣ୍ଟରେ ରୁହନ୍ତି। ପ୍ରାୟ ୧୦୦ ବାସହରା ଲୋକ ଟେଣ୍ଟ କରି ଏଠାରେ ରହିଛନ୍ତି। ଆଉ ସେମାନଙ୍କ ମଧ୍ୟରେ ଅଧିକାଂଶ ଡ୍ରଗ୍‌ ଆଡିକ୍ଟ ଅଟନ୍ତି। କେହି କେହି ତ ମାନସିକ ରୋଗଗ୍ରସ୍ତ ବି ଅଟନ୍ତି। ଏମାନେ ବାହାର ଲୋକଙ୍କ ଦାନ ଉପରେ ନିର୍ଭର କରି ଚଳନ୍ତି। ଦାନ କରାଯାଇଥିବା ପୋଷାକ ଓ ଖାଦ୍ୟ ଖାଆନ୍ତି। ଏଭଳି ଏକ ଭିନ୍ନ ସହରକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri