ଟିଆରପି ମାମଲାରେ ଅନୁପମାର ଜବାବ ନାହିଁ

ନୂଆଦିଲ୍ଲୀ,୧୦।୧୨- ଚଳିତ ବର୍ଷର ୪୮ତମ ସପ୍ତାହ ବହୁ ଟିଭି ଶୋ ପାଇଁ ଭଲ ରହିଛି। କିଛି ସିରିଏଲ ପୂର୍ବଭଳି ଟିଆରପି ଲିଷ୍ଟରେ ଜମି ରହିଥିବାlବେଳେ କିଛି ପୁରୁଣା ଶୋ ଜବରଦସ୍ତ ଏଣ୍ଟ୍ରି ମାରିଛନ୍ତି। ଚଳିତ ସପ୍ତାହର ଟିଆରପି ଲିଷ୍ଟରେ ଶୀର୍ଷରେ ରହିଛି ଅନୁପମା। ଦୀର୍ଘ ଦିନ ହେଲା ନମ୍ବର ଓ୍ବାନ ପୋଜିଶନରେ ରହିଛି ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ରୂପା ଗାଙ୍ଗୁଲିଙ୍କ ଏହି ସିରିଏଲ।

ଏହା ପଛକୁ ରହିଛି କୁଣ୍ଡଲି ଭାଗ୍ୟ। ଏହି ସିରିଏଲରେ ଗତ କିଛି ଦିନ ହେଲା ଟୁଇଷ୍ଟ ପରେ ଟୁଇଷ୍ଟ ଦେଖିବାକୁ ମିଳୁଛି। ଏହି ତାଲିକାରେ ଏଣ୍ଟ୍ରି କରିଛି ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ। ନେହା କକ୍କଡଙ୍କ ଏହି ଶୋ’ ଆରମ୍ଭ ହେବାର ଦୁଇ ସପ୍ତାହରେ ହିଁ ଟପ୍‌ ଟିଆରପି ତାଲିକାରେ ସ୍ଥାନ ହାସଲ କରିଛି। କମେଡି ସିରିଏଲ ତାରକା ମେହତା କା ଉଲ୍ଟା ଚଶମା ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଦୀର୍ଘ ବର୍ଷ ହେଲା ଚାଲିଥିବା ଏହି ସିରିଏଲ କିଛି ମାସ ତଳେ ଟପ୍‌ ଟିଆରପି ଲିଷ୍ଟରୁ ଗାଏବ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ଶମ୍‌ଶେରା’ ପାଇଁ ବାଣୀ କପୁର ଚାର୍ଜ କରନ୍ତି ଏତିକି ଟଙ୍କା

ମୁମ୍ବାଇ: ଫିଲ୍ମ ‘ଶମ୍‌ଶେରା’କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଜବରଦସ୍ତ ସିନ୍‌ ସାମ୍ନାକୁ ଆସିବା...

ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ...

ପୁଅର ପିତାଙ୍କ ନାଁ ରଖିବେନି ନୁସରତ, ହେବେ ସିଙ୍ଗଲ ମଦର!

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଖୁବ୍ ଚର୍ଚ୍ଚାରେ । ଦୁଇଦିନ ହେବ ସେ ପୁତ୍ର ସନ୍ତାନର ଜନନି...

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ଡିପ୍ରେସନ୍‌ରୁ ଓହରିବା ପାଇଁ ଏପରି କରୁଥିଲେ କଟ୍ରିନା

ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଥର ଭଳି ଏଥର ମଧ୍ୟ ଦର୍ଶକ ସଲମାନ୍‌ ଖାନ୍‌ ଏବଂ...

ହଙ୍ଗାମା ସିକ୍ୱିଏଲରେ ନଜର ଆସିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟୀ ହଙ୍ଗାମା ସିକ୍ୱିଏଲରେ ପରେଶ ରାଓ୍ବଲଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ଶିଳ୍ପା ଏକ ମେଜର ରୋଲ୍‌ରେ...

ମଦ ନିଶାରେ ସ୍ତ୍ରୀଙ୍କୁ ଏପରି କହିଥିଲେ କପିଲ, ଭିଡିଓ ଦେଖିଲେ…

କମେଡି କିଙ୍ଗ କପିଲ ଶର୍ମା ଦର୍ଶକଙ୍କୁ ହସାଇବା ପାଇଁ କୌଣସି ବି ମଉକା ଛାଡନ୍ତି ନାହିଁ। ନିକଟରେ କପିଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ...

କୋରିଆନ ଇଣ୍ଡଷ୍ଟ୍ରିରେ କାମ କରିବେ ଅଭିନେତ୍ରୀ

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ,...

କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ

ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍‌ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ...

Advertisement
Archives

Model This Week