ଝଡ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାମରା, ୨୬।୪ (ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ଦିନ ପ୍ରବଳ ଝଡ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେତେକ ସ୍ଥାନରେ କୁଆପଥର ମାଡ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର, ବାଉଁଶଲଗା ଆଦି ଅଞ୍ଚଳରେ ପ୍ରବଳ ବର୍ଷାପବନ ସହ ଅଧ ଘଣ୍ଟା ଧରି କୁଆ ପଥର ପଡିଥିଲା । ସେହିଭଳି ବ୍ଲକର ଜରାବଗା ପଞ୍ଚାୟତରେ ସବୁଠୁ ବେଶି କ୍ଷତି ହୋଇଥିବା ଜଣାପଡିଛି । ଜରାବଗା ଅଞ୍ଚଳର ବେହେଡାମାଲଠାରେ ଗଛ ପଡି ଗୋଟିଏ ବଳଦର ମୃତ୍ୟୁ ଘଟିଛି। ସେହି ଗାଁର ଶିବ ମାଝୀ, ବିଲୁଙ୍ଗ ଗ୍ରାମର ଗମ୍ଭାରି ମାଝୀ, କର୍ଲିଆଡିହି ଖଡିଆ ପଡାର ଧନୁ ନାଏକଙ୍କ ଘରର ଛପର ଓ ଅଜବେଷ୍ଟସ ଆଦି ଭାଙ୍ଗି ଯାଇଛି। ଲରିଆପାଲି ପଞ୍ଚାୟତରେ ମଧ୍ୟ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ବିଛୁଖଲିଆ ଗାଁର ମଙ୍ଗଳୁ ଟପ୍ପୋଙ୍କ ଘର ଉପରେ ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ରଙ୍ଗିଆଟିକ୍ରା ପଞ୍ଚାୟତ ତୁରିପଡାର ପୂଜା ପ୍ରଧାନ ଓ ରାଜେନ୍ଦ୍ର ବାଘଙ୍କ ଘର ଭାଙ୍ଗି ଯାଇଥିବା ଖବର ମିଳିଛି। ଜରାବଗା ଓ ଘୁନ ଘୁଟି ଛକ ମଧ୍ୟବର୍ତ୍ତୀ ରାସ୍ତା ଉପରେ କେତେକ ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇଥିବା ବେଳେ ବଡ ବଡ ଗଛ ଭାଙ୍ଗି ରାସ୍ତା ଜାମ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ କ୍ଲାସରେ ସମସ୍ୟା :ବ୍ଲକ ଶିକ୍ଷା ଅଧିକାରୀଙ୍କ ନେଲେ ଅଭିନବ ପଦକ୍ଷେପ

ଛତ୍ରପୁର,୫।୭(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ଏବେ ସମସ୍ତ ସ୍କୁଲ ବନ୍ଦ ରହିଛି। ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗଞ୍ଜାମର ବିଭିନ୍ନ ସ୍ଥାନରେ ମୋବାଇଲ...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

କନ୍ତୋଲରେ ବୋମାମାଡ଼, ଜଣେ ଗୁରୁତର

ଆଠଗଡ଼,୨୦।୧୨(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନ୍ତୋଲ ବଉଳ ମଣ୍ଡପ ସାହିର ପ୍ରକାଶ କୁମାର ନାୟକଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ...

ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି...

ଚୁକ୍ତି ପାଇଁ ଅଟକିଛି ଯୋଡ଼ା ଫ୍ଲାଏଓଭର କାମ

ଯୋଡା, ୧୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଖଣିବହୁଳ ଯୋଡା ସହରରେ ଗତ ନଭେମ୍ବର ୧୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଫ୍ଲାଏଓଭର...

ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର...

ଦୁଇ ଦିନରେ ଝିଅପୁଅଙ୍କ ମୃତ୍ୟୁ

ଲହୁଣୀପଡ଼ା,୨୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ଗାଙ୍ଗଟୋଲା ବସ୍ତିରେ ଦୁଇଦିନରେ ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି। ମା’ ସହିତ...

ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ...

Advertisement
Archives

Model This Week