ଜୟଙ୍କ ଜନ୍ମଦିନରେ ଝିଅର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ମାହି

ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ମାହି ବିଜ୍‌ ଝିଅ ତାରାଙ୍କ ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ବେଳେ ମାହି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଜୟ। ମୁଁ ଚଳିତ ବର୍ଷ ତୁମ ଜନ୍ମଦିନକୁ ଖାସ୍‌ କରିବାକୁ ନିଶ୍ଚିତ କରିଥିଲି। ଆମେ ତୁମକୁ ବହୁତ ଭଲପାଉ। ତାରା ଏବଂ ମା’ଙ୍କ ତରଫରୁ ଆପଣଙ୍କୁ ଶୁଭେଚ୍ଛା। ୨୦୨୦ ତୁମ ପାଇଁ ସର୍ବୋତ୍ତମ ହେଉ।
୨୦୧୧ରେ ଜୟଙ୍କୁ ବିବାହ କରିଥିଲେ ମାହି। ଅଗଷ୍ଟ ୨୧ରେ ସେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେବେଠାରୁ ଉଭୟ ଜୟ ଓ ସେ କେବେ ବି ଝିଅର ଫଟୋ ଶେୟାର କରୁ ନ ଥିଲେ। ହେଲେ ଜୟଙ୍କ ଜନ୍ମଦିନରେ ସେମାନେ ତାରାଙ୍କ ମୁହଁ ଦେଖାଇବେ ବୋଲି କହିଥିଲେ। ଶେଷରେ ତାହା ହିଁ ହୋଇଛି। ଫଟୋରେ ତାରା ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ...

କାଟ୍ରିନାଙ୍କ ଆଖିକୁ ନିଦ ନାହିଁ

ମୁମ୍ବାଇ: ଜୁନ୍‌ ୫ରେ ରିଲିଜ୍‌ ହେବାକୁ ଯାଉଛି କାଟ୍ରିନା କୈଫ୍‌ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଭାରତ’। ଏଥିଲାଗି ତାଙ୍କ ଆଖିରେ ନିଦ ନ ଥିବା କାଟ୍ରିନା...

ଟେଲି ପରଦାରେ ଈଶାନ୍‌-ତବ୍ବୁଙ୍କ ରୋମାନ୍ସ

ବମ୍ବେ: ରିଲିଜ ହୋଇଛି ଟେଲିଭିଜନ ସିରିଜ ‘ଏ ସୁଇଟେବୁଲ୍‌ ବୟ’ର ଟ୍ରେଲର। ଏଥିରେ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁଙ୍କ ରୋମାନ୍ସ ଚର୍ଚ୍ଚାର ବିଷୟ...

ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’

ବଲିଉଡ୍‌ର ‘ଡ୍ରିମ ଗର୍ଲ’ ହେମାମାଳିନୀ ଫିଲ୍ମ ‘ଶିମଲା ମିର୍‌ଚି’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା...

ଫେରିଲେ ଦିଶା

ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍‌ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ...

କିଆରାଙ୍କ ବୋଲ୍ଡ ସିନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଇଥିଲେ ତାଙ୍କ ଜେଜେମା’

‘ଲଷ୍ଟ ଷ୍ଟୋରୀଜ୍‌’ ହିଟ୍‌ ହେବା ପରେ କିଆରା ଆଡଭାନୀ ତାଙ୍କର ଆଗାମୀ ଫିଲ୍ମ ‘କବୀର ସିଂହ’କୁ ନେଇ ଏବେ ଚର୍ଚ୍ଚାରେ। କିଆରା ଏକ ଚାଟ୍‌ ଶୋ’ରେ...

ଗଁ। ପ୍ରେମରେ ଜଗା

ଜଲିଉଡ୍‌ ଅଭିନେତା ଜଗା ଏବେ ଗଁ। ପ୍ରେମରେ ପଡ଼ିଯାଇଛନ୍ତି। କାରଣ ଗଁ। ପରିବେଶରେ ସେ ବଢ଼ିଛନ୍ତି। ତେଣୁ ଜନ୍ମ ମାଟିର ବାସ୍ନାକୁ ସେ ବା କେମିତି...

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ...

Coronavirus Update


Archives

Model This Week

Why Dharitri