ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ ଦୁହେଁ। ଏବେ ସମୟ ବଦଳିବା ସହ ପ୍ରେମିକା ବଦଳାଇଛନ୍ତି ରଣବିର। ଆଲିଆ ତାଙ୍କ ଜୀବନରେ ଆସିଥିବା ବେଳେ କଟ୍ରିନା ଏବେ ବି ଜୀବନସାଥୀ ଅପେକ୍ଷାରେ। ତାଙ୍କ ଜୀବନର ଅନେକ କଠିନ ସମୟରେ ସାଙ୍ଗ ଭଳି ସମର୍ଥନ ଦେଇଛନ୍ତି ସଲମାନ। କଥାଟି ଆମେ କହୁନାହୁଁ। ସିଙ୍ଗାପୁର ହିନ୍ଦୁସ୍ତାନ ଟାଇମ୍ସ ମିଟ୍‌ ଏସିଆ ଲିଡରସିପ୍‌ ସମିଟ୍‌ରେ ଯୋଗଦେଇ ଏଭଳି କହିଛନ୍ତି କଟ୍ରିନା।

ଉତ୍ସବରେ ନିଜର ବ୍ୟକ୍ତିଗତ ଜୀବନ, କ୍ୟାରିଅର ସହ ସଲମାନଙ୍କ ସହ ସମ୍ପର୍କକୁ ନେଇ କଟ୍ରିନା ମତ ରଖିଥିଲେ। ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି। ଏସବୁରେ ସଲମାନ ସବୁବେଳେ ଜଣେ ବନ୍ଧୁ ଭାବେ ସାଙ୍ଗରେ ରହି ଆସିଛନ୍ତି। ବିଗତ ବର୍ଷଗୁଡ଼ିକରେ ସେ ସର୍ବଦା ସମର୍ଥନ ଦେଇଛନ୍ତି। ତାଙ୍କ ଉପରେ ମୁଁ ଭରସା କରିପାରେ। ଆଖି ବନ୍ଦ କରି ବିଶ୍ୱାସ କରେ। ଏପରିକି ସଲମାନଙ୍କ ଭଉଣୀ ଅଲବିରା ଏବଂ ଅର୍ପିତାଙ୍କ ସହ ସମ୍ପର୍କ ମଧ୍ୟ ନିଆରା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ...

ବିଗ୍‌ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା...

ବାଥ୍‌ ଟବରୁ ମିଳିଲା ଆଉ ଜଣେ କଳାକାରଙ୍କ ମୃତଦେହ

ମୁମ୍ବାଇ,୨୦।୮: ପପୁଲାର ଆର୍ଟିଷ୍ଟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ମୁମ୍ବାଇ ସ୍ଥିତ ତାଙ୍କ ଘରେ ବାଥ୍‌ଟବରେ ମୃତଦେହ ମିଳିଥିବା...

ବିବାହ ବିଚ୍ଛେଦ ଖବର ପରେ ଏକାଠି ନଜର ଆସିଲେ ସାନିଆ-ସୋଏବ

ମୁମ୍ବାଇ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସହମତିରେ...

‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ...

ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍‌ରେ ବଢୁଛି ଭୟ

ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର...

ସୋନୁ ସୁଦ୍‌ଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ: ଅଭିନେତା କହିଲେ…

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି।...

ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ସାଉଥ୍‌ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି...

Advertisement
Archives

Model This Week