Posted inଜାତୀୟ

ଜାନୁୟାରୀ ୨୮ରେ ଜୟପୁରରେ ବୈଠକ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖରେ ଜୟପୁରରେ ଏକ ବୈଠକ ଡକାଇଛନ୍ତି। ଏଥିରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ବେରୋଜଗାର ଓ ଦେଶର ଆର୍ଥିକ ସ୍ଥିତିକୁ ନେଇ ଛାତ୍ର, ଯୁବକ ଓ କୃଷକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିଥିବା ସମସ୍ତ ପ୍ରସ୍ତାବକୁ କଂଗ୍ରେସ ଏକ ପ୍ରକାର ବିରୋଧ କରୁଥିବା ବେଳେ ସିଏଏକୁ ନେଇ ଆଜି ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। କଂଗ୍ରେସ ମଧ୍ୟ ଏହାକୁ ଖୁବ୍‌ ବିରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ

ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ...

ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ...

ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଘେରିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜେନେଭା/ନୂଆଦିଲ୍ଲୀ,୨୪ ।୫: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟ ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର...

ଡ୍ରୋନ୍‌ ବିକ୍ରି ପାଇଁ ହାଲ୍‌-ଇସ୍ରାଏଲ କମ୍ପାନୀ ଏମ୍‌ଓୟୁ

ଲକ୍ଷ୍ନୌ,୬ା୨(ଆଇଏଏନ୍‌ଏସ୍‌): ଡ୍ରୋନ୍‌ ନିର୍ମାଣ ଓ ବିକ୍ରି ଲାଗି ରାଷ୍ଟ୍ରାୟତ୍ତ ଏରୋସ୍ପେସ୍‌ ଓ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌) ଇସ୍ରାଏଲର ଏକ କମ୍ପାନୀ ସହ ବୁଝାମଣାପତ୍ର...

ଯୋଗୀଙ୍କ ସହ ଲଢ଼ିବେ ଚନ୍ଦ୍ରଶେଖର…

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଗୋରଖପୁର ଆସନରେ ଆଜାଦ୍‌ ସମାଜ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ଅଜାଦ୍‌ ପ୍ରତିଦ୍ୱନ୍ଦ୍ୱିତା...

ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା…

ଶିମଲା, ୮।୫ : ହିମାଚଳପ୍ରଦେଶର ବିଧାନସଭାର ମୁଖ୍ୟ ଫାଟକରେ ଖାଲିସ୍ତାନ ସମର୍ଥକ ପତାକା ଲଗାଯାଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ଧର୍ମଶାଳାରେ ସ୍ଥାନୀୟ ଲୋକ ପ୍ରଶାସନକୁ...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୬।୬: ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ...

୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର...

Advertisement
Archives

Model This Week