ଚଣ୍ଡିଖୋଲ, ୧୪।୮(ଡି.ଏନ୍.ଏ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଓ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଅଗଷ୍ଟ ୧ତାରିଖରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଛାତ୍ରୀଛାତ୍ରମାନେ ଚାରାରୋପଣ, ବିଭିନ୍ନ ଗ୍ରାମାଞ୍ଚଳରେ ସଫେଇ, ସଚେତନତା ଶୋଭାଯାତ୍ରା ଓ ରକ୍ତଦାନ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ମିଶ୍ର ଓ ପୂର୍ବତନ ଅଧକ୍ଷ କେଦାର ନାଥ ଦାସ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ଅଧ୍ୟାପିକା ସୁଜାତା ସେନାପତି, ନିରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ।
Posted inଆମ ଜିଲା ଖବର, ଯାଜପୁର View All

ଆମ୍ବୁଲାନ୍ସ ଚକା ଖରାପ ଯୋଗୁ ଅଧଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ
ମୁନିଗୁଡ଼ା,୩।୧୧(ଡି.ଏନ.ଏ.): ୧୦୮ ଆମ୍ବୁଲାନ୍ସକୁ ନେଇ ରାୟଗଡା ଜିଲାରେ ଅନେକ ଥର ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ରବିବାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି ।...

ପୁରୀ ନାବାଳିକା ଗଣବଳାତ୍କାର ମାମଲା: ତୃତୀୟ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ
ପୁରୀ ଅଫିସ, ୭।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ କୁମ୍ଭାରପଡ଼ା ପୋଲିସ ଶୁକ୍ରବାର ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ବ୍ରହ୍ମଗିରି...

ରାତି ହେଲେ ଘର ଛାତ ଭାଙ୍ଗୁଛି ଭାଲୁ
ମାଲକାନଗିରି,୩୦।୧୧(ଡି.ଏନ.ଏ.): ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ରାତି ହେଲେ ଆଖପାଖ ଅଞ୍ଚଳରେ ଭାଲୁ ବୁଲୁଛି। ଘର ଉପରେ ଚଢି ଟିଣ...

ରାସ୍ତା ନିର୍ମାଣକୁ ନେଇ ସଂଘର୍ଷ, ୭ ଆହତ
ବାସୁଦେବପୁର/ପଦ୍ମପୁର,୧୮।୭(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ କାଶୀପୁର ଗ୍ରାମରେ ଏକ ରାସ୍ତା ନିର୍ମାଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ଆମ୍ବ, ପରିବା ଚାଷ ଦେଇଛି ରୋଜଗାର
ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି...

ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍ ଶ୍ରମିକ
ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍ଓଙ୍କ ଉପସ୍ଥିତିରେ ୟୁନିଟ୍ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ...

ଘର ପାଇଁ ୭ ବର୍ଷ ହେଲା ପ୍ରଶାସନ ନିକଟକୁ ଦୌଡୁଛନ୍ତି ବୃଦ୍ଧ
ନବରଙ୍ଗପୁର,୨୩।୭(ବି.ପ୍ର.)- ୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଗଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିଏ...
ଆବାସ ଯୋଜନାରେ ଦୁର୍ନୀତି ମାମଲା: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ
ପଦ୍ମପୁର,୮ା୧(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି।...