Posted inVideo

ଜାଣନ୍ତୁ କେବେ ବାହାରିବ ସିବିଏସଇ ରେଜଲ୍ଟ

Featured Video Play Icon

ଜୁଲାଇ ୧୫ ସୁଦ୍ଧା ବାହାରିବ ସିବିଏସଇ ଓ ଆଇସିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟଙ୍କୁ ଗତକାଲି ଜଣାଇଥିଲେ ସଲିସିଟର ଜେନେରାଲ । ନୂଆ ମୂଲ୍ୟାୟନ ବ୍ୟବହାର କରି ସିବିଏସଇ ଏବଂ ଆଇସିଏସଇ ରେଜଲ୍ଟ ଘୋଷଣା କରିବ ବୋଲି ସୁପ୍ରିମକୋର୍ଟ ଆଜି ଶୁଣାଣି କରି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Fire guts Durgapur village

Fire broke out in Durgapur village under Jarapada police station of Chhendipada block late Wednesday night. Many shops including...

Featured Video Play Icon

This is what happens to costumes of actors । ଫିଲ୍ମରେ କଳାକାର ପିନ୍ଧୁଥିବା ଡ୍ରେସ ହୁଏ କଣ

In this episode of ‘Cine Jhalak’, we share with you some interesting facts like who is playing the eponymous...

Featured Video Play Icon

Lekhashree Samantsinhar talks about election results

BJP State secretary lekhashree Samantsinhar talks about general election results in conversation with the Dharitri.

Featured Video Play Icon

ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଲା | My daughter’s soul now rests in peace

ନ୍ୟାୟ ପାଇଁ ଚାଲିଥିବା ଅପେକ୍ଷାର ଅନ୍ତ ଘଟିଲା ଓ ନିର୍ଭୟାଙ୍କୁ ଶେଷରେ ନ୍ୟାୟ ମିଳିଲା । ଏହି ନ୍ୟାୟ ଗୋଟିଏ କି ଦୁଇ ବର୍ଷର ନୁହଁ...

Featured Video Play Icon

୨ ଆହତ ଯବାନଙ୍କୁ ଏୟାର ଲିଫ୍ଟ କଲେ ଡିଜି

କନ୍ଧମାଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଜି ଡିଜିପି ତାଙ୍କୁ ଭୁବନେଶ୍ୱରକୁ...

Featured Video Play Icon

Tax burden on super rich

Finance Minister Nirmala Sitharaman has  proposed to increase surcharge for those earning Rs 2-5 crore to 3 per cent...

Featured Video Play Icon

COVID-19: 104 helpline proves pivotal | କ୍ୱାରାଣ୍ଟାଇନ୍ ଭୟ ଦୂର କରୁଛି ୧୦୪

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ବିଦେଶରୁ ଫେରିଥିବା ବ୍ୟକ୍ତି କରୋନା ପରୀକ୍ଷା କରିବା ସହ ହୋମ...

New Year Resolution 2021 | Public Reaction

ଆଜି ନୂଆ ବର୍ଷ ୨୦୨୧, ଏହି ଅବସରରେ ଆପଣ ସମସ୍ତଙ୍କୁ ନବ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷକୁ ଲୋକେ...

Advertisement


Archives

Model This Week

Why Dharitri