ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା ଭାବିହେଉନି। ଅତ୍ୟଧିକ ଜରିମାନାକୁ ନେଇ କେତେକ ରାଜ୍ୟ ଏହାକୁ ଲାଗୁ କରିବା ନିର୍ଦ୍ଦେଶକୁ ଫେରାଇନେବା ଓ କିଛି ରାଜ୍ୟ ଏହା ଉପରେ ବିଚାର କରୁଥିବାବେଳେ ବିହାର ଆଉ ପାଦେ ଆଗେଇଯାଇଛି। କଥାରେ କହନ୍ତି ପୋଲିସ ଯଦି ଚୋରି କରିବ ତାକୁ ଧରିବ କିଏ। କିନ୍ତୁ ଏବେ ବିହାରରେ ପୋଲିସକୁ ପୋଲିସ ଧରିବ। ସେଠାରେ ଲୋକମାନେ ଜରିମାନ ଦେଉଛନ୍ତି , ପୋଲିସ ଆଦାୟ କରୁଛନ୍ତି। ଏହି ଆଳରେ ସେମାନେ ଯଦି ଜରିମାନା ଜାଲରେ ପଡୁଛନ୍ତି ପଦ ଉପଯୋଗ କରି ଖସିଯାଉଛନ୍ତି। କିନ୍ତୁ ଏବେ ଖସିବାର ବାଟ ପୂରା ବନ୍ଦ। ପୋଲିସ ନିୟମ ଫାଶରେ ଛନ୍ଦି ହୋଇଯାଇଛିି । ଟ୍ରାଫିକ ନିୟମ ଭଙ୍ଗ କଲେ ସେମାନେ ଜରିମାନା ଦେବେ, ତାହା ପୁଣି ଧାର୍ଯ୍ୟ ରାଶିର ଦୁଇଗୁଣ ଗଣିବେ। ବିହାର ପୋଲିସ ପରିବହନ ମୁଖ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରାଫିକ ନିୟମ ସମସ୍ତଙ୍କ ଲାଗି ଲାଗୁ ହୋଇଛି ଓ ତାହାକୁ ଭଙ୍ଗ କଲେ କେହି ବି ସେଥିରୁ ଖସି ଯାଇପାରିବେନାହିଁ । ଏବେ ପୋଲିସ ପଦ ଆଉ କାମ କରିବନାହିଁ, ଜରିମାନା ଦେବାକୁ ହିଁ ପଡିବ। ଜରିମାନା ସେମାନଙ୍କ ଦରମାରୁ କଟିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ...

ସ୍ତ୍ରୀ ଘରକୁ ନ ଆସିବାରୁ ଶ୍ୱଶୁର ଘର ଗାଁରେ ନିଆଁ ଲଗାଇଦେଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୩୦ା୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଖିଲଚିପୁର ତହସିଲଠାରୁ ୭ କିଲୋମିଟର ଦୂର ଦେବଳୀ ଗାଁର ଜଣେ ମହିଳା ସ୍ବାମୀଙ୍କଠାରୁ କେମିତି ମୁକ୍ତି ପାଇବେ ସେ ନେଇ...

ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!

ଇସ୍‌ଲାମାବାଦ,୨୫ ।୯: ପାକିସ୍ତାନ ରାୱଲ ପିଣ୍ଡି ସହର ନିବାସୀ ଜଣେ ଯୁବକ ଶୋଏବ ଅହମ୍ମଦ ବିବାହରେ ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଏକ ଜାଗା କିଣିଥିବା...

ବୋଫର୍ସ ତୋପ ଦୁର୍ନୀତି: ୧୦୬ ବିରୋଧୀ ଏମ୍‌ପି ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୪।୬: ବୋଫର୍ସ ତୋପକୁ ବିରୋଧ କରି ୩୦ ବର୍ଷ ତଳେ ୧୯୮୯ ଜୁନ୍‌ ୨୪ରେ ଲୋକ ସଭାର ୧୧୦ ବିରୋଧୀ ଏମ୍‌ପିଙ୍କ ମଧ୍ୟରୁ ୧୦୬ ଜଣ...

ବଢ଼ୁଛି ସୁସ୍ଥ ସଂଖ୍ୟା, ହ୍ରାସ ପାଉଛି ସକ୍ରିୟ ମାମଲା: ସ୍ବାସ୍ଥ୍ୟମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨।୭: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଏପ୍ରିଲ ଓ ମେ’ରେ ଦେଶରେ କରୋନା ଆତଙ୍କ ଖେଳାଇବା...

ବୃଦ୍ଧି ହେବ ଡାକ୍ତରଙ୍କ ଅବସର ବୟସ ସୀମା

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଡାକ୍ତରଙ୍କ ଅବସର ବୟସ ସୀମାକୁ ଆଉ ୫ ବର୍ଷ ବଢାଇବାକୁ ନିଷ୍ପତ୍ତିି ନେଇଛନ୍ତି ।...

ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ବଢୁଛି ରାଜନୀତି: ପଶ୍ଚିମବଙ୍ଗ ଯିବେ ଶାହା

କୋଲକାତା, ୧୧ ।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି...

୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ

କାମେଙ୍ଗ, ୮।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ...

Advertisement


Archives

Model This Week