ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା ଭାବିହେଉନି। ଅତ୍ୟଧିକ ଜରିମାନାକୁ ନେଇ କେତେକ ରାଜ୍ୟ ଏହାକୁ ଲାଗୁ କରିବା ନିର୍ଦ୍ଦେଶକୁ ଫେରାଇନେବା ଓ କିଛି ରାଜ୍ୟ ଏହା ଉପରେ ବିଚାର କରୁଥିବାବେଳେ ବିହାର ଆଉ ପାଦେ ଆଗେଇଯାଇଛି। କଥାରେ କହନ୍ତି ପୋଲିସ ଯଦି ଚୋରି କରିବ ତାକୁ ଧରିବ କିଏ। କିନ୍ତୁ ଏବେ ବିହାରରେ ପୋଲିସକୁ ପୋଲିସ ଧରିବ। ସେଠାରେ ଲୋକମାନେ ଜରିମାନ ଦେଉଛନ୍ତି , ପୋଲିସ ଆଦାୟ କରୁଛନ୍ତି। ଏହି ଆଳରେ ସେମାନେ ଯଦି ଜରିମାନା ଜାଲରେ ପଡୁଛନ୍ତି ପଦ ଉପଯୋଗ କରି ଖସିଯାଉଛନ୍ତି। କିନ୍ତୁ ଏବେ ଖସିବାର ବାଟ ପୂରା ବନ୍ଦ। ପୋଲିସ ନିୟମ ଫାଶରେ ଛନ୍ଦି ହୋଇଯାଇଛିି । ଟ୍ରାଫିକ ନିୟମ ଭଙ୍ଗ କଲେ ସେମାନେ ଜରିମାନା ଦେବେ, ତାହା ପୁଣି ଧାର୍ଯ୍ୟ ରାଶିର ଦୁଇଗୁଣ ଗଣିବେ। ବିହାର ପୋଲିସ ପରିବହନ ମୁଖ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରାଫିକ ନିୟମ ସମସ୍ତଙ୍କ ଲାଗି ଲାଗୁ ହୋଇଛି ଓ ତାହାକୁ ଭଙ୍ଗ କଲେ କେହି ବି ସେଥିରୁ ଖସି ଯାଇପାରିବେନାହିଁ । ଏବେ ପୋଲିସ ପଦ ଆଉ କାମ କରିବନାହିଁ, ଜରିମାନା ଦେବାକୁ ହିଁ ପଡିବ। ଜରିମାନା ସେମାନଙ୍କ ଦରମାରୁ କଟିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ବର୍ଜ୍ୟ ଆକଳନ ଲାଗି ବ୍ୟବସ୍ଥା ନାହିଁ: ଭର୍ତ୍ତୃହରିଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ,୨୩ା୬: ଦେଶରେ ଇ-ବର୍ଜ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ ସତର୍କ କରାଇଦିଆଯିବା ସତ୍ତ୍ୱେ ଏହାର ଆକଳନ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି...

୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ଶାହ

ନୂଆଦିଲ୍ଲୀ, ୪।୮: ଜମ୍ମୁ-କଶ୍ମୀରରେ ସାଧାରଣ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତି ନେଇ ଶଙ୍କା ସୃଷ୍ଟି ହୋଇଛି। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ...

୫ବର୍ଷରେ ୧.୩୦କୋଟି ଟଙ୍କା ବୃଦ୍ଧି ପାଇଛି କେଜରିଓ୍ବାଲଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃୟାରୀ ୮ରେ ହେବାକୁ ଥିବା ବେଳେ ୧୧ରେ ଏହାର ଫଳାଫଳ ଆସିବ। ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ...

ଜମ୍ମୁ-କଶ୍ମୀରର ମାଛିଲ ସେକ୍ଟରରେ ଦୁଇ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୩୦।୯: ଜମ୍ମୁ-କଶ୍ମୀରର କୁଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ନିହତ ହୋଇଛନ୍ତି।ଯେତେବେଳେ ସେନା ଯବାନ ଏଠାରେ ଥିବା ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା...

ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଆଦିବାସୀ ଝିଅ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଆଦିବାସୀ ସମ୍ପ୍ରଦାୟର ନେତୃତ୍ୱକୁ ବିଶ୍ୱ ଦେଖୁଛି।...

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,...

ମହିଳା ଯାତ୍ରୀଙ୍କ ବିସ୍ଫୋରଣ ଧମକ: ବିମାନର ଜରୁରୀ ଅବତରଣ

କୋଲକାତା,୧୩ା୧: ବିସ୍ଫୋରଣରେ ବିମାନ ଉଡ଼ାଇଦେବେ ବୋଲି ଜଣେ ମହିଳା ଯାତ୍ରୀ ଧମକ ଦେବା ପରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାରଏସିଆର ଏକ ବିମାନକୁ ଫେରାଇ ଅଣାଯାଇ...

‘କର୍ତ୍ତବ୍ୟ ପଥ’ ନାମକରଣକୁ ସ୍ବାଗତ କଲେ କଂଗ୍ରେସ ବିଧାୟକ

ଶିମ୍‌ଲା,୯।୯: ହିମାଚଳ ପ୍ରଦେଶର ଶିମଲା ଗ୍ରାମ୍ୟର କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମୋଦି ସରକାରଙ୍କ ଦ୍ୱାରା ଦିଲ୍ଲୀର ରାଜପଥର ନାମ ପରିବର୍ତ୍ତନକୁ ସ୍ବାଗତ କରିଛନ୍ତି। ୟ...

Advertisement
Archives

Model This Week