
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।
ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଆଣ୍ଠୁଏ ପାଣି।
୯ ଦଫା ଦାବିରେ ନିର୍ମାଣ ଶ୍ରମିକ ସଂଗଠନ ସମ୍ମନ୍ବୟ କମିଟି ପକ୍ଷରୁ ୟୁନିଟ୍ ୩ ଶ୍ରମ କମିଶନ ଅଫିସ ସମ୍ମୁଖରେ ବିକ୍ଷୋଭ।
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ।
ରଥଯାତ୍ରା ଉପଲକ୍ଷେ ଶିଳ୍ପୀ ଏଲ୍ ଇଶ୍ୱର ରାଓଙ୍କ ଦିଆସିଲି କାଠିରେ ନିର୍ମିତ କଳାକୃତି।
ମେଟଲ୍ ମିଟ୍ରେ ଭାଗନେବାକୁ ଆସିଥିବା ପ୍ରତିଯୋଗୀ ସେଲ୍ଫି ଉଠାଉଛନ୍ତି।
କଟକ ସଚିନ ତେନ୍ଦୁଲକର ଇନ୍ଡୋର ହଲ୍ରେ ଅନୁଷ୍ଠିତ ଯୋଗ ଶିବିର।
ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।