Posted inଜାତୀୟ

ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ

ହାଇଦ୍ରାବାଦ୍‌,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ ଜମିକୁ ଅନ୍ୟ ଜଣକ ହାତରେ ଟେକି ଦିଆଯିବାକୁ ନେଇ ରଙ୍ଗା ରେଡ୍ଡୀ ଜିଲାର ଦୁଇ ଭାଇ ସତୈୟା ଏବଂ ଲିଙ୍ଗୈୟା ନ୍ୟାୟ ପାଇଁ ରାଜସ୍ବ ଅଧିକାରୀଙ୍କ ପାଦ ତଳେ ପଡିଯାଇଥିଲେ। ଦୀର୍ଘ ୮ ବର୍ଷ ହେଲା ଦୁଇ ଭାଇ ଜିଲାପାଳ ଅଫିସ୍‌ ଯାଇ ଯାଇ ଥକି ପଡିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ନ ଥିବା କହିଛନ୍ତି। ବାଧ୍ୟ ହୋଇ ସେମାନେ ରାଜସ୍ବ ଅଧିକାରୀଙ୍କ ଗୋଡ ଧରିଥିଲେ। କିନ୍ତୁ ସେ ଏହା ଶୁଣି ନ ଥିଲେ ଓଲଟା ଧମକ ଦେଇଥିଲେ ବୋଲି ସତୈୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ...

୨୫ ହଜାର କୋଟିର ମନିଲଣ୍ଡରିଂ ମାମଲା: ପାଓ୍ବାରଙ୍କ ବିରୋଧରେ ଇଡିର ତନାଘନା

ନୂଆଦିଲ୍ଲୀ,୨୫ା୯(ପି.ଟି.): ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଏବେ ମନି ଲଣ୍ଡରିଂ ମାମଲାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ସେ ଓ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କ ସହ...

ଫ୍ଲାଗ୍‌ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍‌ଏଫ୍‌ ଯବାନ ଶହୀଦ

କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍‌ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ...

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ...

ଜନ୍ମାଷ୍ଟମୀରେ ଜନ୍ମଗ୍ରହଣ କରିଥିଲେ ଅରବିନ୍ଦ କେଜ୍‌ରିଓ୍ବାଲ, ପରିବାର ଲୋକେ ଶ୍ରଦ୍ଧାରେ ଡାକନ୍ତି ଏହି ନାମରେ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି(ଏଏପି) ପୂର୍ଣ୍ଣ ବହୁମତରେ ସରକାର ଗଢିବାକୁ ଯାଉଛି। କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରେ କେଜ୍‌ରିଓ୍ବାଲ ଦ୍ୱିତୀୟ...

ଅଭିନେତା ଫିର୍ଦୋସଙ୍କୁ ଭାରତ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କୋଲକାତା,୧୭ା୪: ପଶ୍ଚିମବଙ୍ଗ ରାଇଗଞ୍ଜ ଲୋକ ସଭା ଆସନର ଟିଏମ୍‌ସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସପକ୍ଷରେ ବାଂଲାଦେଶୀ ଅଭିନେତା ଫିର୍ଦୋସ ଅହମ୍ମଦ ନିର୍ବାଚନ ପ୍ରଚାର କରିବା ପରେ...

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା,...

ମୁମ୍ବାଇ, ପୁଣେ, ନାଗପୁର ସମେତ ମହାରାଷ୍ଟ୍ରର ୪ ସହର ଲକ୍‌ଡାଉନ୍‌

ମୁମ୍ବାଇ.୨୦।୩: ମହାରାଷ୍ଟ୍ରରେ କରୋନା ପୀଡ଼ିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବାରୁ ଏବେ ଏହାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶୁକ୍ରବାର ମୁମ୍ବାଇ,...

Coronavirus Update

Archives

Model This Week

Why Dharitri