ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟାଇବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଦୀର୍ଘବର୍ଷ ଧରି ଲୋକେ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବାରୁ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି

ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା...

ଶୁଣାଣି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ ଅଫିସ,୧୬।୧୧: କଟକ ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ଚାଲିଥିବା ନକଲି ଔଷଧ କାରବାର ମାମଲାର ଶୁଣାଣି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ପରବର୍ତ୍ତୀ...

ପରିବାରକୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଭାତରେ ବିଷ ମିଶାଇଲେ ବାପା

ମାଲକାନଗିରି,୧୬।୬(ଡି.ଏନ୍.ଏ.): ବାପା ଭାତରେ ବିଷ ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ମାଥିଲି...

୩ରୁ ଓଳିକିଆ ବେପାର

ଅନୁଗୋଳ ଅଫିସ, ୩୦।୪ ଅନୁଗୋଳ ଜିଲାରେ କରୋନା ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଏବେ ଆଗକୁ...

ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ ଅଫିସ,୪ା୬: ଆସନ୍ତା ୨୩ ତାରିଖରେ ରଥଯାତ୍ରା। ଏଥିପାଇଁ ଗୁରୁବାର ପୁରୀରେ ପହଞ୍ଚତ୍ଛି ରଥ ଦଉଡ଼ି। ଓଡ଼ିଶା ସମବାୟ କତା ନିଗମରୁ ୨୦ଟି ଦଉଡ଼ି ଏକ...

ସାତକୋଶିଆରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ...

କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ...

୩ ପୋଲିସ କର୍ମଚାରୀ ନିଲମ୍ବିତ

ବାରିପଦା ଅଫିସ,୪ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନାର ୩ ଜଣ ପୋଲିସ କର୍ମଚାରୀଙ୍କୁ ବୁଧବାର ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି। ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ...

Advertisement
Archives

Model This Week