ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ। ଏମାନେ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ କାରଣ ଏମାନେ ଅଧିକ ରୋମାଣ୍ଟିକ୍‌।
-ଜୁଲାଇ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ସବୁକାମ କରିବାରେ ଆଗ୍ରହ ରଖିଥାଆନ୍ତି। ନିଜେ ସବୁ ନିର୍ଣ୍ଣୟ ନେବାକୁ ପସନ୍ଦ କରନ୍ତି। ବେଳେବେଳେ ଅବଶ୍ୟ ଏମାନେ ସମସ୍ୟାର ସାମ୍ନା କରିଥାଆନ୍ତି।
-ଏମାନେ ନିଜ ପରିବାରକୁ ପାଇ ଭାଗ୍ୟବାନ୍‌ ମନେ କରନ୍ତି। ପରିବାର ଏମାନଙ୍କ ପାଇଁ ସବୁକିଛି। ପରିବାର ଏମାନଙ୍କର ଦୁର୍ବଳତା ହୋଇଥିବା ବେଳେ ପରିବାରଠାରୁ ଏମାନେ ସୁରକ୍ଷା ମଧ୍ୟ ଚାହିଁଥାଆନ୍ତି।
-ଜୁଲାଇରେ ଜନ୍ମିତ ବ୍ୟକ୍ତିମାନେ ସାଧାରଣତଃ ଖର୍ଚ୍ଚି ହୋଇଥାଆନ୍ତି। ଖର୍ଚ୍ଚ କରିବା ସମୟରେ କିଛି ଚିନ୍ତା କରନ୍ତି ନାହିଁ। ପରେ ବେଳେ ବେଳେ ପଶ୍ଚାତାପ କରନ୍ତି।
-ଏମାନେ ବୈବାହିକ ଜୀବନରେ ହେଉ ଅବା ବିବାହ ପୂର୍ବରୁ ଖୁବ୍‌ ବିଶ୍ୱାସୀ ହୋଇଥାଆନ୍ତି। ଏମାନେ ସ୍ବଭାବରେ ଖୁବ୍‌ ରୋମାଣ୍ଟିକ୍‌ ସାଥିଙ୍କୁ ପାଖରୁ ଛାଡିବାକୁ ଆଦୌ ଚାହାନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

ଜାଣନ୍ତି ଗାଡ଼ି ପାଣିରେ ନ ଚାଲି କାହିଁକି ପେଟ୍ରୋଲ, ଡିଜେଲରେ ଚାଲୁଛି

ଅନେକ ସମୟରେ ଆମ ମନକୁ ଏମିତି କିଛି ପ୍ରଶ୍ନ ଆସିଥାଏ, ଯାହାର ଉତ୍ତର ମଧ୍ୟ ଖୋଜି ପାଇବା କଷ୍ଟକର। ବେଳେବେଳେ ମନକୁ ପ୍ରଶ୍ନ ଆସେ ଗାଡ଼ିଗୁଡ଼ିକ...

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ...

ବାପାଙ୍କୁ ୩୨ ଖଣ୍ଡ କଲେ ପୁଅ

ବେଙ୍ଗାଲୁରୁ, ୧୩।୧୨: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କର୍ନାଟକର ବାଗାଲକୋଟରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ହତ୍ୟା...

ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…

ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ...

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌...

ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି

ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି...

ସ୍ତ୍ରୀଙ୍କ ପାଇଁ ପ୍ରଚାର କଲେ ଶତ୍ରୁଘ୍ନ ସିହ୍ନା: କଂଗ୍ରେସ କହିଲା, ପ୍ରଥମେ ଦଳୀୟ ଧର୍ମ ନିଭାନ୍ତୁ

ଲକ୍ଷ୍ନୌ, ୧୮।୪: ଭାଜପା ଛାଡି କଂଗ୍ରେସରେ ଯୋଗଦେବାର ମାସେ ନ ପୂରୁଣ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଦଳରେ ବିରୋଧାଭାସ ଉଠିଛି। କଂଗ୍ରେସରେ ଥାଇ ଲକ୍ଷ୍ନୌ ଲୋକ...

Advertisement
Archives

Model This Week