ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ

ରାମନାଥପୁରମ୍‌,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କ ଫଟୋ ଧରି ବିବାହ ଲାଗି ସ୍ବୀକୃତି ଦେବାକୁ ଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି। ବୟସର ତାରତମ୍ୟ ଦୃଷ୍ଟିରୁ ଏହି ଆବେଦନକୁ ଖାରଜ କରାଯିବାରୁ ବୃଦ୍ଧ ଜଣକ କହିଛନ୍ତି ଯେ, ସେ ୨୦୦୪ ଏପ୍ରିଲ୍‌ ୪ରେ ଜନ୍ମ ହୋଇଛନ୍ତି। ଏବେ ତାଙ୍କର ବୟସ ୧୬ ବର୍ଷ। ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃଦ୍ଧଙ୍କ ଆବେଦନ ଖାରଜ କରାଯିବା ସହିତ କୁହାଯାଇଛି ଯେ, ସମ୍ପୃକ୍ତ ବୃଦ୍ଧଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ। ତେବେ ବୃଦ୍ଧ ଜଣକ ଏନେଇ ଧମକ ଦେଇଛନ୍ତି। ତାଙ୍କ ଆବେଦନକୁ ସ୍ବୀକୃତି ନ ମିଳିଲେ ସେ ସିନ୍ଧୁଙ୍କୁ ବାଧ୍ୟ ହୋଇ ଅପହରଣ କରିବେ ବୋଲି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିପାରନ୍ତି ଥରୁର: ସବୁଜ ସଙ୍କେତ ଦେଲେ ସୋନିଆ

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୈତିକ ସରଗରମ ରହୁଛି। ଆସନ୍ତା ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ...

ନଦୀବନ୍ଧ ନିରାପତ୍ତା ବିଲ୍‌ ଲୋକ ସଭାରେ ଗୃହୀତ: ରାଜ୍ୟକୁ କ୍ଷମତା ଦେବା ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ,୩ା୮: ଦେଶର ନଦୀବନ୍ଧଗୁଡିକର ଅନୁଧ୍ୟାନ, ପରିଚାଳନା ଆଦି ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିମନ୍ତେ ନଦୀବନ୍ଧ ନିରାପତ୍ତା ବିଲ୍‌ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଛି। ଏହାଦ୍ୱାରା...

ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୯୬ ହଜାରରୁ ଅଧିକ ଚିହ୍ନଟ, ୧୧୯୭ ମୃତ୍ୟୁ

ନୂଆଦିଲ୍ଲୀ,୧୮।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

ତ୍ରିରଙ୍ଗାର ଅପମାନ ନେଇ ଦେଶ ହୋଇଛି ଦୁଃଖୀ: ମୋଦି

ନୂଆଦିଲ୍ଲୀ, ୩୧।୧: ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶ ଦୁଃଖୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତିି। ଅଲ୍‌...

ନାଗରିକଙ୍କ ଧନଜୀବନ ରକ୍ଷା ରାଷ୍ଟ୍ରର ପରମ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୭ା୨(ପି.ଟି.): ସବୁ ସମୟରେ ନାଗରିକ ଓ ଅନ୍ୟମାନଙ୍କ ଧନଜୀବନର ସୁରକ୍ଷାକୁ ସୁନିଶ୍ଚିତ କରାଇବା ରାଷ୍ଟ୍ରର ପରମ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହରିୟାଣାର ଝାଜ୍ଜର...

କବରସ୍ଥାନ ପାଇଁ ଜମି ଦେଲେ ହିନ୍ଦୁ ପରିିବାର

ଜିନ୍ଦ୍‌(ହରିୟାଣା): ଜାତି, ଧର୍ମ ଭୁଲି ଭାଇଚାରା ଓ ମାନବିକତାର ପରିଚୟ ଦେଇଛନ୍ତି ଏକ ହିନ୍ଦୁ ପରିବାର। ମୃତ୍ୟୁ ପରେ କବର ଦେବା ପାଇଁ ଜମି ମିଳୁ...

ମେ’ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ଯୁଦ୍ଧ ଏବେ ବି ରହିଛି ବାକି, କହିଲେ ମୁଖ୍ୟମନ୍ତ୍ରୀ..

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ...

ଆଉନାହାନ୍ତି ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ,୩୦।୯:: ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଆଉନାହାନ୍ତି। ୯୭ ବର୍ଷ ବୟସରେ ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି। ସେ ଲୋକପ୍ରିୟ ଜହ୍ନମାମୁ ପତ୍ରିକାର...

Advertisement
Archives

Model This Week