ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ହେଲେ ନିକଟରେ ଋଷି ୨ଟି ଫଟୋ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେୟାର ହୋଇଥିବା ଗୋଟିଏ ଫଟୋରେ ୭୦ ଦଶକର ବର୍ଷିଆନ ଅଭିନେତ୍ରୀ ନର୍ଗିସ ଦତ୍ତ ଓ ଅଭିନେତା ରାଜ କପୁର କୋକା କୋଲା ହାତରେ ଧରିଥିବା ଦେଖିବାକୁ ମିଳିଛି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, କୋକା କୋଲା ସହ ଆଉ ଏକ ପିଢ଼ି। ସେହିପରି ଅନ୍ୟଟିରେ ଋଷି ନିଜ ପିଲା ବେଳର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଋଷି କପୁର, ବୋନି କପୁର, ଆଦିତ୍ୟ କପୁର, ଟୁଟୁ ଶର୍ମା ଓ ଅନୀଲ କପୁରଙ୍କୁ ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ବାସ୍ତବିକ କୋକା କୋଲା ବିଜ୍ଞାପନ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ...

ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

ବିଗ୍‌ ବି – ଶତ୍ରୁଘ୍ନ ମଧ୍ୟରେ ବନ୍ଧୁତା ଖରାପ ନେଇ ଦାୟୀ କରାଯାଇଥିଲା ରେଖାଙ୍କୁ, ପୂରା ଘଟଣା ଜାଣିଲେ…

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ଅନେକ ତାରକା ଅଛନ୍ତି, ଯାହାଙ୍କ ବନ୍ଧୁତା ସର୍ବଦା ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତା ଶତ୍ରୁଘ୍ନ...

ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା...

ବଡ ପରଦାକୁ ଫେରିବେ ଶାହାରୁଖ!

ମୁମ୍ବାଇ: ଦୀର୍ଘ ପ୍ରାୟ ୨ ବର୍ଷର ବ୍ରେକ୍‌ଅପ୍‌ ପରେ ପୁଣିଥରେ ଶାହାରୁଖ ଖାଁ ବଡ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ଏଥର କୁଆଡେ ସେ...

‘ଯବାନ’ରେ ବିଜୟଙ୍କ ଦମ୍‌ଦାର ଲୁକ୍‌, ପୋଷ୍ଟର ରିଲିଜ ପରେ ବଢ଼ିଲା ଉତ୍କଣ୍ଠା

ବମ୍ବେ: କିଙ୍ଗ ଖାଁ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’କୁ ନେଇ ବଢ଼ୁଛି ଉତ୍କଣ୍ଠା। ନିର୍ମାତାମାନେ ମଧ୍ୟ ପ୍ରଶଂସକଙ୍କ ଲାଗି ଫିଲ୍ମର ପୋଷ୍ଟରକୁ ରିଲିଜ କରୁଛନ୍ତି।...

ଭାଜପାକୁ ଅଭିଶାପ ଦେଇ ଟ୍ରୋଲ ହେଲେ ଜୟା

ନୂଆଦିଲ୍ଲୀ,୧୨।୧୨: ପାର୍ଲାମେଣ୍ଟରେ ପୁଣି ନିଜର କ୍ରୋଧ ପ୍ରକାଶ କରି ସମାଜବାଦୀ ପାର୍ଟି ଏମ୍‌ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁଣି ଚର୍ଚ୍ଚାରେ ଅଛନ୍ତି। ରାଜ୍ୟ ସଭାରେ...

ଗଙ୍ଗା ଆଳତିରେ ସାମିଲ ହେଲେ ସାରା

ବାରାଣସୀ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ସୋମବାର ବାରାଣସୀ ବହଞ୍ଚିଛନ୍ତି। ସେଠାରେ ସେ ସୋମବାର ସନ୍ଧ୍ୟାର ଗଙ୍ଗା...

Advertisement
Archives

Model This Week