ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ହେଲେ ନିକଟରେ ଋଷି ୨ଟି ଫଟୋ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେୟାର ହୋଇଥିବା ଗୋଟିଏ ଫଟୋରେ ୭୦ ଦଶକର ବର୍ଷିଆନ ଅଭିନେତ୍ରୀ ନର୍ଗିସ ଦତ୍ତ ଓ ଅଭିନେତା ରାଜ କପୁର କୋକା କୋଲା ହାତରେ ଧରିଥିବା ଦେଖିବାକୁ ମିଳିଛି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, କୋକା କୋଲା ସହ ଆଉ ଏକ ପିଢ଼ି। ସେହିପରି ଅନ୍ୟଟିରେ ଋଷି ନିଜ ପିଲା ବେଳର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଋଷି କପୁର, ବୋନି କପୁର, ଆଦିତ୍ୟ କପୁର, ଟୁଟୁ ଶର୍ମା ଓ ଅନୀଲ କପୁରଙ୍କୁ ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ବାସ୍ତବିକ କୋକା କୋଲା ବିଜ୍ଞାପନ।


Enter your email to get our daily news in your inbox.

All Right Reserved By Dharitri.Com

ଏକତରଫା ପ୍ରେମରେ ପଡିଲେ ହିମେଶ

ମୁମ୍ବାଇ: ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କ ଅଭିନୀତ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ୨ ମିିଟର ଏହି...

ଲକ୍‌ଡାଉନ୍‌ରେ ଗାଡ଼ି ଚଲାଉଛନ୍ତି ରିତେଶ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ର ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର...

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାଣେଜୀଙ୍କୁ ବିବାହ କରିଥିଲେ ଏହି ଭଜନ ସମ୍ରାଟ; ୨୮ ବର୍ଷୀୟା ଜସଲିନଙ୍କ ସହ ସମ୍ପର୍କକୁ ନେଇ ରହୁଛନ୍ତି ଚର୍ଚ୍ଚାରେ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟା ଉଭୟ ଗାୟକ ଏବଂ ଗୀତିକାର ଭାବେ ସଙ୍ଗୀତଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗାଇବା ବ୍ୟତିତ ସେ...

ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ପରେ ହଲିଉଡ୍‌ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ...

ବିବାହ କରିବେ ଅର୍ଜୁନ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଅର୍ଜୁନ ଭୂମିକାରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିଲେ ଅଭିନେତା ଶାହିର ଶେଖ୍‌। ଏବେ ତାଙ୍କ ବିଷୟରେ...

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିପକାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ତାଙ୍କର ଏକ ଗୀତ ‘ଓ୍ବ ଚାନ୍ଦ କହାଁ ସେ...

ଅଭିନେତ୍ରୀ କାଜଲଙ୍କୁ ଲକ୍‌ଡାଉନ୍‌ ସମୟରେ ସାହାଯ୍ୟ କରିଥିଲେ ଏହି ବ୍ୟକ୍ତି: ଜଣାଇଲେ ଧନ୍ୟବାଦ

ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ସ୍ବାମୀ ଗୌତମ କିଚଲୁଙ୍କ ବିବାହ  ଓ ନିର୍ବନ୍ଧ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

୫୫ରେ ପାଦ ଥାପିଲେ ସୀମା ବିଶ୍ୱାସ: ବ୍ୟାଣ୍ଡିଟ୍‌ କୁଇନ୍‌ ଫିଲ୍ମର ଶୁଟିଂ ପରେ ସାରା ରାତି କାନ୍ଦିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୧୪ରେ ଆସାମର ନଲବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଶେଖର କପୁରଙ୍କ...

Advertisement
Archives

Model This Week