Posted inଜାତୀୟ

ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନ ଖାରଜ

ଶାହଜାହାନପୁର,୨୫ା୯(ପି.ଟି.): ଜଣେ ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଥିବା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ଜାମିନ ଆବେଦନକୁ ଉତ୍ତରପ୍ରଦେଶର ଶାହଜାହାନପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଖାରଜ କରିଦେଇଛନ୍ତି। ସେସନ୍ସ କୋର୍ଟରେ ଏନେଇ ଆବେଦନ କରିବାକୁ କୋର୍ଟ ପରାମର୍ଶ ଦେଇଥିବା ଚିନ୍ମୟାନନ୍ଦଙ୍କ ଓକିଲ ଓମ୍‌ ସିଂ ମଙ୍ଗଳବାର କହିଛନ୍ତି। ଅନୁରୂପ ଭାବେ ଗିରଫ ସଞ୍ଜୟ, ସଚିନ ଓ ବିକ୍ରମଙ୍କ ଜାମିନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି। ଏହି ୩ ଅଭିଯୁକ୍ତଙ୍କୁ ଏସ୍‌ଆଇଟି ୯୫ ଘଣ୍ଟା ରିମାଣ୍ଡରେ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ...

ରାତାରାତି କୋଟିପତି ହେଲେ କଶ୍ମୀର ଯୁବକ

ଅନନ୍ତନାଗ,୨୩।୫: ସମଗ୍ର ବିଶ୍ୱ କ୍ରିକେଟ୍‌ ଜଗତର ଆଖି ଏବେ ଭାରତରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୨ ଉପରେ ଅଛି। ଏହି ଲିଗରେ ବିଭିନ୍ନ ଦେଶର ଖେଳାଳିମାନେ କୋଟି...

ଦିଲ୍ଲୀ କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୨୧।୬: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ଫର୍ଣ୍ଣିଚର ମାର୍କେଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସକାଳେ ଉକ୍ତ ମାର୍କେଟରେ ଲାଗିଥିବା...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ...

ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ

ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍‌ଏମ୍‌...

ଶୁକ୍ରବାର ଆଇଏନଏସ୍‌ ବିକ୍ରାନ୍ତ ନୌସେନାରେ ହେବ ସାମିଲ…

ନୂଆଦିଲ୍ଲୀ, ୧।୯ : ଭାରତରେ ନିର୍ମିତ ବିମାନ ପରିବହନକାରୀ ଆଇଏନଏସ୍‌ ବିକ୍ରାନ୍ତ ସେପ୍ଟେମ୍ବର ୨ (ଶୁକ୍ରବାର) ନୌସେନାରେ ସାମିଲ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର...

କେରଳ ରାଜ୍ୟପାଳଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ

ଥିରୁଭାନନ୍ତପୁରମ,୧୮ ।୯: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଶନିବାର ରାତିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ୍ କରିଛନ୍ତି ।...

ଅଭୟ ଚୌଟାଲାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ,୧୯।୭: ହରିୟାଣାର ଭାରତୀୟ ଜାତୀୟ ଲୋକଦଳ ପାର୍ଟି ମହାସଚିବ ତଥା ବିଧାୟକ ଅଭୟ ଚୌଟାଲାଙ୍କୁ ହତ୍ୟା ଧମକ ଦିଆଯାଇଛି। ବିଦେଶୀ ନମ୍ବରରୁ ତାଙ୍କଙ୍କୁ ଏହି ଧମକ...

Advertisement
Archives

Model This Week