Posted inବୌଦ୍ଧ

ଚିକିସତ୍ା ଲାଗି ବଁଧା ପଡ଼ଲା ରାଶନ କାର୍ଡ:କଟକ ବଡ଼ ଡାକ୍‌ତରଖାନା ଗଲେ ରାଜେନ୍ଦ୍ର

କଣ୍ଟାମାଳ,୩।୮(ଡି.ଏନ୍‌.ଏ):
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ସହରିପାଲି ଗଁାର ରାଜେନ୍ଦ୍ର କଲତା(୨୭)। ସେ ଗୁଟେ ଦୁରଘଟନାର ଶିକାର ହେଇ ବୁର୍ଲାରେ ଚିକିସତ୍ିତ ହେଉଥିଲେ। ହେଲେ ଡାକ୍‌ତର ରାଜେନ୍ଦ୍ରକଁୁ ଉଚ ଚିକିସତ୍ା ଲାଗି କଟକ ନେବାକେ ପଡ଼ବା ବଲି ପରାମଶ ଦେଇଥିଲେ। ଏନ୍‌ତାଥି ଟଁକା ପଏସା ଅଭାବୁ ପରିବାର ଲୋକ୍‌ ରାଶନ କାର୍ଡ ବଁଧା ପକେଇ ଶୁକୁରବାର ତାହାକୁ କଟକ ବଡ଼ ମେଡିକାଲକେ ନେଇଛନ୍‌।
ସୂଚନା ଅନ୍‌ସାରେ ରାଜେନ୍ଦ୍ର କଲତାକଁର ପରିବାର କହିଲେ ମାଏକିନା ବବିତା, ୯ ବଛରର ପୁଓ ସାହିଲ ଆର ୭ ବଛରର ଝି’ ସ୍ବିଟି। କୁଲି ମଜୁରି କରି ରାଜେନ୍ଦ୍ର କୁଟୁମ ପୁଷୁଥିଲେ। ଗଲା ରଏବାର ବେଲବୁଡ଼େ ସେ ଗଁା ରାସ୍‌ତା ଉପରେ ଥିବାର ପୁଲିଆ ଉପରେ ବସିଥିଲେ। ଇ ସମିଆରେ କେହେନ୍‌ସି କାରନ୍‌ରୁ ତାକର ମୁଡ଼ ବୁଲାଲାରୁ ସେ ପୁଲିଆ ତଲେ ପଡ଼ିଯାଇଥିଲେ। ସେଠାନୁ ତାହାକୁ ଅଚେତ ଅବସ୍‌ତାରେ ଗଁାବାସୀ ଉଧାର କରି ସୋନପୁର ଡାକ୍‌ତରଖାନା ନେଇଥିଲେ। ସୋନପୁରରୁ ବୁର୍ଲା ଡାକ୍‌ତରଖାନା ନେଲା ଉତାରୁ ତାକର ଚେତା ଫିରିଥିଲା। ହେଲେ ବୁର୍ଲାରେ ଡାକ୍‌ତର ରାଜେନ୍ଦ୍ରକଁର ଉଚ ଚିକିସତ୍ା ଲାଗି କଟକ ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଟଁକା ପଏସା ଅଭାବୁ ପରିବାର ଲୋକ ତାହାକୁ ଘରକେ ଫିରେଇ ଆନ୍‌ଲେ। ଇଆଡ଼େ ରାଜେନ୍ଦ୍ରକଁର ମାଏକିନା ବବିତା ମାଗିଯାଚି ଆର କୁଲି ମଜୁରି କରବାର ଲାଗି ବଏନା ଆନି କେତେ ଟଁକା ଠୁଲେଇଥିଲେ। ହେଲେ ଟଁକା କମ୍‌ ପଡ଼ଲାରୁ ସେ ରାଶନ କାର୍ଡ ବଁଧା ପକେଇ ଟଁକା ଯୁଗାଡ଼ କରବାର ସଂଗେ ରାଜେନ୍ଦ୍ରକୁଁ କଟକ ନେଇଥିବାର ବବିତା କହିଛନ୍‌। ସରକାରୀ କି ବେସରକାରୀ ସାହାଯ୍‌ ମିଲ୍‌ଲେ ମୋର ଆପ୍‌ନେ ନୁକୋ ହେଇ ପାରତେ ବଲି ଗୁଲ୍‌ଗୁଲା ହେଇ ବବିତା କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ବୌଦ୍ଧରେ ମାଓବାଦୀ ପୁଣି ସକ୍ରିୟ

ବୌଦ୍ଧ,୨୨ ।୧୧(ଅଜିତ କୁମାର ବାରିକ ): ଗତ କିଛିଦିନର ବ୍ୟବଧାନ ପରେ ବୌଦ୍ଧ ଜିଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ମାଓବାଦୀ ଜିଲାରେ ଥିବା ନେଇ...

ନାରାୟଣପ୍ରସାଦରେ ହାତୀ ଉପଦ୍ରବ

ଘଣ୍ଟାପଡା,୧୩।୧୧(ପ୍ରଭାତ କୁମାର ସାହୁ): କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗୋଟିଏ ସପ୍ତାହ ହେବ ଅଞ୍ଚଳରେ ହାତୀପଲ ବୁଲାବୁଲି କରୁଥିବାବେଳେ...

ବୌଦ୍ଧରେ ଖୋଲିଲା ପ୍ରଥମ ନେଚର ପାର୍କ

ବୌଦ୍ଧ,୧୦।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରେ ଭରପୁର। ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ଜିଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବେଳେ...

ବଲାସିଙ୍ଗା ଗ୍ରାମରେ ହାତୀ: ଭୟରେ ଗ୍ରାମବାସୀ

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ସହର ନିକଟସ୍ଥ ବଲାସିଙ୍ଗା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଆସିଥିବା ଜଣାପଡିଛି । ମହାନଦୀ...

ଭଙ୍ଗା ଘରେ ଚାଲିଛି ସେବା ସମବାୟ ସମିତି

ତଳଗାଁ,୧୬ା୧୦(କୁନା ବେହେରା): ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ସକାଶେ ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ବୌଦ୍ଧ ଜିଲା ହରଭଙ୍ଗା...

୫ ଦିନ ହେଲା ଯାଉନାହାନ୍ତି ହାତୀପଲ

ଘଣ୍ଟାପଡ଼ା,୨୯ା୯(ପ୍ରଭାତ କୁମାର ସାହୁ): ଜଙ୍ଗଲ ଯିବାକୁ ନା ଧରୁନାହାନ୍ତି ହାତୀପଲ। ରାତିରେ ଚାଷୀଙ୍କ ଜମିରୁ ଫସଲ ଖାଇ ସକାଳୁ ପୁଣି ନଦୀ ତଟରେ ରହୁଛନ୍ତି। ଏହାକୁ...

ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri