
ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ।
ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।
ଜାପାନ-ମେକ୍ସିକୋ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଏଫ୍ଆଇଏଚ୍ ପୁରୁଷ ସିରିଜର ଫାଇନାଲ୍ସ ମ୍ୟାଚ୍।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଅଲିଶାବଜାର ପୂଜାମଣ୍ଡପରେ ମହାନବମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଏବଂ ମାଛ ଭୋଗ ବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।
ନୂଆ ମୋଟର ଯାନ ଆଇନ ଓ ପୋଲିସ ଜୁଲୁମ ବିରୋଧରେ ପ୍ରତିବାଦ କରି ପିପୁଲ୍ସ ପ୍ରୋଟେଷ୍ଟ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ।
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।
କଟକ ନରାଜ ଆନିକଟରେ ଜାଲ ପକାଇ ମାଛ ଧରା ଚାଲିଛି ଭୁବନେଶ୍ୱର ସିଏସଆର-ଆଇଏମଏମଟି ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା...