ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ

ମୁମ୍ବାଇ: ଚର୍ଚ୍ଚାରେ ଟିକ୍‌ ଟକ୍‌ ସେନ୍‌ସେଶନ୍‌ ତଥା ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ସେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି। କହିବା ଅନେକାଂଶରେ ଠିକ୍‌ ମଧ୍ୟ। କାରଣ ଅଲିନାଙ୍କୁ ଯେ କେହି ହଠାତ୍‌ ଦେଖିଲେ କଟ୍ରିନା ବୋଲି ଭାବି ନେବ।

ଇନ୍‌ଷ୍ଟାଗ୍ରାମରେ ଅଲିନାଙ୍କ ୩୨ହଜାରୁ ଅଧିକ ଫଲୋଅର ଅଛନ୍ତି। ପ୍ରଶଂସକମାନେ କଟ୍ରିନାଙ୍କ ସହ ତାଙ୍କର ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ସେ ଶେୟାର କରୁଥିବା ଫଟୋ ଗୁଡ଼ିକରେ ପ୍ରଶଂସକ ପୁରାପୁରି କଟ୍ରିନାଙ୍କ ନକଲ ବୋଲି କହିବା ସହ ସଲମାନ ଥରେ ଆପଣଙ୍କୁ ଦେଖିବା ଦରକାର ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କାନ୍ତାରା’

ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଚଳିତ ବର୍ଷ ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ପ୍ରଥମେ କନ୍ନଡରେ ମୁକ୍ତିଲାଭ କରିଥିଲା। ପରେ ଏକ...

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ...

ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ...

କେବଳ ଏହି କାରଣ ପାଇଁ ଅମିରଙ୍କ ଉପରେ ଭୀଷଣ ରାଗିଥିଲେ ମାଧୁରୀ

୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା...

ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ...

ଗୋଟିଏ ଶୋ’ରେ ଏକାଠି ନଜର ଆସିବେ ତିନି ଖାଁ

ବମ୍ବେ: ଗୋଟିଏ ମଞ୍ଚରେ ଏକାଠି ହେବେ ବଲିଉଡ୍‌ର ତିନି ଖାଁ, ଶାହାରୁଖ, ସଲମାନ ଏବଂ ଆମିର। ନିର୍ଦ୍ଦେଶକ ତଥା ହୋଷ୍ଟ କରନ୍‌ ଜୋହରଙ୍କ ଲୋକପ୍ରିୟ ‘କଫି...

କରୀନାଙ୍କ ଚାଟ୍‌ ଶୋ’ରେ ଖାସ୍‌ ଅତିଥି, ଯାହାଙ୍କ ଉପରୁ ଦର୍ଶକଙ୍କ ନଜର ହଟି ନ ଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏକ ରେଡିଓ ଶୋ’ର ହୋଷ୍ଟ କରୁଛନ୍ତି। ଯାହାର ନାମ ‘ଇସ୍କ’। କରୀନାଙ୍କ ଏହି ଶୋ’କୁ କେହି ନା କେହି...

୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ...

Advertisement
Archives

Model This Week