ଚପଲ ଦୋକାନ ଜଳିଗଲା

ଖଜୁରିପଡ଼ା(ଡି.ଏନ.ଏ.)/ବଲସକୁମ୍ପା,୧ା୨-ଖଜୁରିପଡ଼ା ବଜାରରେ ଥିବା ଏକ ଚପଲ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଥିବା ସେମାନେ କହିଛନ୍ତି। ଚପଲ ଦୋକାନି ଧର୍ମେନ୍ଦ୍ର ନାଥ ମାଝିଙ୍କ କହିବାନୁସାରେ, ଶୁକ୍ରବାର ରାତି ୧୦ଟାରେ ସେ ଦୋକାନ ବନ୍ଦ କରି ଘରକୁ ଯାଇ ଶୋଇଥିଲେ। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗିଥିବା ଜଣେ ମହିଳା ତାଙ୍କୁ କହିଥିଲେ। ଏହା ଶୁଣି ଦୋକାନକୁ ଯାଇ ଜଳିଥିବା ଦେଖି ମାଝି ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡ଼ା ଅଫିସ,୧୨ା୯: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁରେ କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଶୋକ ଦିବସ ରବିବାର ପାଳନ ହୋଇଛି। ଏହି...

ବିନା ସିଟିଓ ପ୍ରମାଣପତ୍ରରେ ଚାଲିଛି ହୋଟେଲ, ଲଜ୍‌

କେନ୍ଦୁଝର, ୭।୯ (ସ୍ବ.ପ୍ର): କେନ୍ଦୁଝର ଜିଲାରେ ଦିନକୁ ଦିନ ବୃଦ୍ଧିପାଉଛି ହୋଟେଲ, ଲଜ୍‌ ଶିଳ୍ପ। କେନ୍ଦୁଝର ସହର ସମେତ ଜିଲାର ବିଭିନ୍ନ ସହରରେ ବଡ଼ ବଡ଼...

ସିଏମ୍‌ସିରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି

କଟକ ଅଫିସ,୧୭।୮: ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ...

ମାଟି ଚୋରା ଚାଲାଣ ବେଳେ ଚଢ଼ାଉକୁ ନେଇ ସନ୍ଦେହ

ଅନୁଗୋଳ ଅଫିସ, ୬।୧୧-ବଅଁରପାଳ ବ୍ଲକ କୁଇଓ ଠାରେ ୫ଟି ଟିପ୍ପର ସହ ଗୋଟିଏ ଜେସିବି ମେଶିନ୍‌ ଦ୍ୱାରା ମାଟି ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର...

କେନ୍ଦୁପତ୍ର କର୍ମଚାରୀଙ୍କୁ ଅଣଦେଖା

ବରଗଡ଼ ଅଫିସ୍‌, ୨୦।୧୦- କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ବଢ଼ି ଚାଲିଛି। କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳି, ବନ୍ଧେଇ ଶ୍ରମିକମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ବିନା କାମରେ ଟଙ୍କା ଉଠୁଛି

ସମ୍ବଲପୁର,୨୪ା୩(ବ୍ୟୁରୋ): ରୋଜଗାର ସୃଷ୍ଟି କରି ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିମ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ...

ପୂର୍ବ ସ୍ଥିତିକୁ ଫେରିବାକୁ ଲାଗିପଡ଼ିଛି କଂଗ୍ରେସ

ବିଷମକଟକ/ରାୟଗଡ଼ା ଅଫିସ, ୩ା୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡ଼ା ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ଏବେ ସବୁ ଦଳରେ ଚାଲିଛି ଅଙ୍କକଷା। ରାୟଗଡ଼ା...

ଛୁଟିରେ ଡାକ୍ତର, ରୋଗୀ ଛଟପଟ

ଭଞ୍ଜନଗର,୨।୧(ଡି.ଏନ୍‌.ଏ.)- ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ। ଉକ୍ତ ହସପିଟାଲକୁ ଜିଲା ହସପିଟାଲ ଠାରୁ ଅଧିକ ରୋଗୀ ଦୈନନ୍ଦିନ ଆସନ୍ତି। ଚାହିଦାକୁ ଦେଖି...

Advertisement
Archives

Model This Week