Posted inଜାତୀୟ

ଚନ୍ଦ୍ରୟାନ-୨ର ବିଫଳତାରେ ଜୋର୍‌ରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୭।୯: ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ବିଫଳତା ନେଇ ଉତ୍ତରପ୍ରଦେଶ ମନ୍ତ୍ରୀ ଜୋର୍‌ରେ କାନ୍ଦି ଉଠିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ମନ୍ତ୍ରୀ ମୋହସିନ୍‌ ରାଜା ଏକ ସାକ୍ଷାତ୍‌କାରରେ ଏପରି କରିଛନ୍ତି। ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବଡ଼ ପାଟିରେ କାନ୍ଦି ଥିଲେ। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିଶଙ୍କରଙ୍କ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୨୬ା୬: କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏକ ବିଚିତ୍ର ପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା...

ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ହାରିଲା ଭାଜପା

ଶିମଲା,୪।୫: ଶିମଲା ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ଭାଜପା ଏଥର ପରାଜୟର ସମ୍ମୁଖୀନ ହୋଇଛି। ତେବେ କଂଗ୍ରେସ ଏଥର ପୁଣି ବାଜି ମାରି ନେଇଛି। ଏହାକୁ ଭାଜପାର...

ମୃତ୍ୟୁ ସଂଖ୍ୟା ଉପରେ ଆଲୋଚନା କରି କିଛି ଲାଭ ନାହିଁ : ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୪ : ବର୍ତ୍ତମାନ ସଙ୍କଟ ସ୍ଥିତିରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ। ଅଧିକ ସଂଖ୍ୟାରେ ଆକ୍ରାନ୍ତମାନେ କେଉଁ ଭଳି...

ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା…ଜୈଶ-ଏ-ମହମ୍ମଦ ରଚିଛି ପ୍ଲାନ

ନୂଆଦିଲ୍ଲୀ,୧୬ ।୧: ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲୀ ସମେତ କିଛି ବଡ ବଡ ସହର ଉପରେ ନଜର ରଖିଛନ୍ତି ଆତଙ୍କବାଦୀ । ଇଣ୍ଟଲିଜେନ୍ସ...

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ...

ଲମ୍ପି ଭାଇରସରେ ଏବେ ପର୍ଯ୍ୟନ୍ତ ୬୭ ହଜାରରୁ ଅଧିକ ଗାଈ, ମଇଁଷିଙ୍କ ମୃତ୍ୟୁ, ଦୁଗ୍ଧ ଉତ୍ପାଦନ ହ୍ରାସ

ନୂଆଦିଲ୍ଲୀ,୧୩ ।୯: ଦେଶରେ କରୋନା ଭାଇରସ ପରେ ଏବେ ସରକାରଙ୍କ ଚିନ୍ତା ବଢାଇଛି ଲମ୍ପି ଭାଇରସ । ସାରା ଦେଶରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ...

ପଞ୍ଜାବରେ ଗ୍ୟାଙ୍ଗ୍‌ ଓ୍ବାର ଆଶଙ୍କା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି..

ଚଣ୍ଡିଗଡ଼, ୨୪।୮ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଜଗୁ ଭଗବାନପୁରିଆ ସେମାନଙ୍କ କୋର୍ଟରେ...

କାଶୀ ଘାଟରେ ନିର୍ମାଣ ହେବ ତମ୍ବୁ ସହର…

ଲକ୍ଷ୍ନୌ, ୫।୫ : ଉତ୍ତରପ୍ରଦେଶର କାଶୀ ଘାଟକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ ତମ୍ବୁ ସହର...

Advertisement
Archives

Model This Week