Posted inଜାତୀୟ

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ ଅଖିଳେଶ ଖୋଲାଖୋଲି ଭାବେ କହିଛନ୍ତି କି ଦଳର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହିଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଅଖିଳେଶ କହିଛନ୍ତି ଏସ୍‌ପିରେ କେହି କେତେବେଳେ ବି ଦ୍ୱିତୀୟ ଥର ଚିନ୍ତା ନ କରି ଯୋଗ ଦେଇପାରିବେ। ତେଣୁ ଅଖିଳେଶଙ୍କ ଏଭଳି କଥା ଶୁଣିବା ପରେ ଆଲୋଚନା ହେଉଛି କି ଶିବପାଲ ପୁଣିଥରେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି। ତେବେ ଶିବପାଲଙ୍କୁ ନେଇ ଖବରଦାତାମାନେ ଯେଉଁ ପ୍ରଶ୍ନ କରିଥିଲେ ତା’ର ଉତ୍ତରରେ ସେ କହିଥିଲେ ଆମେ ଗୋଟିଏ ପରିବାର ହୋଇ ନିର୍ବାଚନ ଲଢିବାକୁ ଚାହୁଁଛୁ। ଯାହା ଫଲରେ ଆମେ ନିର୍ବାଚନ ଜିତି ପାରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟେଷ୍ଟକୁ ନୁହେଁ ନିର୍ବାଚନ ରାଲିକୁ ପ୍ରାଧାନ୍ୟ ଦେଉଛନ୍ତି ନେତା

ଚେନ୍ନାଇ,୨୪।୩ : ତାମିଲନାଡୁ ବିଧାନସଭା ନିର୍ବାଚନରେ ବିରୁଧାଚାଲମ ଆସନରେ ଛିଡ଼ା ହୋଇଛନ୍ତି ଡିଏମ୍‌ଡିକେ ମୁଖ୍ୟ ବିଜୟକାନ୍ତଙ୍କ ପତ୍ନୀ ପ୍ରେମଲଥା। ତାଙ୍କ ସହକର୍ମୀମାନେ କରୋନାରେ ଆକ୍ରାନ୍ତ ଥିବା...

ଭାଜପା ପିଲା ଚୋର ପାର୍ଟି, ସିସୋଡିଆଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୩୦।୮ : ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ବିବାଦ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବ୍ୟାଙ୍କ...

ବନ୍ଦ ହେବ କେଦାରନାଥଙ୍କ ଦର୍ଶନ

ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ...

ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

ହାଥରସ,୨୦।୨: ଭାରତୀୟ ଜନତା ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ହାଥରସର ଏକ ପୋଲିଂ ବୁଥ୍‌ ନିକଟରେ କିଛି ଦୁର୍ବୃତ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ...

ବିମାନ କମ୍ପାନୀ ପ୍ରୀତି ଛାଡ଼ି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୬ା୫(ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଉଡ଼ାଣ ସମୟରେ ୩ଟିକିଆ ସିଟ୍‌ର ମଝି ସିଟ୍‌ରେ ବସି ଯାତ୍ରୀମାନେ ଯାଇପାରିବେ। ଏହି ଅନୁମତି କେବଳ ଆସନ୍ତା ୧୦ଦିନ ପାଇଁ...

ଶ୍ରୀନଗରରେ ପୁଣି ଟାର୍ଗେଟ କିଲିଂ

ଶ୍ରୀନଗର,୧୬ ।୧୦: ଜମ୍ମୁ-କଶ୍ମୀରରେ ଲାଗାତାର ଭାବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଏହି କ୍ରମରେ ଶନିବାର ପୁରୁଣା ଶ୍ରୀନଗରର ଇର୍ଦଗାହ ଇଲାକାରେ...

ସ୍କୁଲ୍‌ ପିଲାଙ୍କ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ,୧୪।୬: କୋଭିଡ୍‌-୧୯ ଭୂତାଣୁ ବାରମ୍ବାର ରୂପ ବଦଳାଇବା ସହ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ସଂକ୍ରମଣ ବଢ଼ିଚାଲିଛି। ଏହାର ମୁକାବିଲା ଲାଗି ମାସ୍କ ବ୍ୟବହାର କରିବା...

ଭାଜପା ରାଲିରେ ଫୁଟିଲା ଗୁଳି

ବେଙ୍ଗାଲୁରୁ,୧୮।୮ : ଭାଜପାର ଜନ ଆଶୀର୍ବାଦ ଯାତ୍ରା ବେଳେ ଯାଦଗିରଠାରେ କିଛି କର୍ମୀ ଫାଙ୍କା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

Advertisement
Archives

Model This Week