ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ଏହି ନାୟିକା ଏବେ ଲସ୍‌ ଆଞ୍ଜେଲସ୍‌ରେ ଘର କିଣିବାକୁ ଚାହୁଁଛନ୍ତି। ଯଦିଓ ତାଙ୍କର ମୁମ୍ବାଇ ଓ ନ୍ୟୁୟର୍କରେ ଘର ରହିଛି। ହେଲେ ଏହା ଟିକେ ଛୋଟ ଘର ହୋଇଥିବାରୁ ଏବେ ସେ ଲସ୍‌ ଆଞ୍ଜେଲେସ୍‌ରେ ଏକ ବଡ ଘର ନେବାକୁ ଚାହୁଁଛନ୍ତି। ଘରେ ସୁଇମିଂ ପୁଲ୍‌ ସହ ଆଉ କେତେ କ’ଣ ତିଆରି କରିବାକୁ ଯୋଜନା ରଖିଥିବାରୁ ସେ ଲସ୍‌ ଆଞ୍ଜେଲସରେ ଘର କିଣିବାକୁ ଚାହୁଁଥିବା କହିଛନ୍ତି। ଆଉ ସେ କହିଛନ୍ତି କେବଳ ମା’ ହେବା ଓ ଘର କରିବା ମୋ ଜୀବନରେ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ କାମ ସୁଯୋଗରେ ଦୁବାଇରେ ଏରିକା

ମୁମ୍ବାଇ: ଟେଲି ଅଭିନେତ୍ରୀ ଏରିକା ଫର୍ନାଣ୍ଡିସ୍‌ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ। ସେ ତାଙ୍କ ଅଭିନୟର ଛାପ ଟିଭିରେ ଦେଖାଇ ସାରିଛନ୍ତି। ତେବେ ସେ...

ଫିଲ୍ମ ‘ଛପାକ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୧୯ ସେକେଣ୍ଡର ହୋଇଥିବା...

ଝିଅର ଲଭ୍‌ଷ୍ଟୋରୀକୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର କ୍ରିକେଟର୍‌ ତଥା କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ ରାହୁଲ ଆଜି ୨୯ତମ ଜନ୍ମଦିନ ପାଳନ କରିଥିଲେ। ରାହୁଲଙ୍କ...

‘ସର୍କସ’ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟର ରଣବୀର ସିଂ ସବୁବେଳେ କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ବେଶ କିଛି ଦିନ...

ଚର୍ମ ରୋଗରେ ପୀଡ଼ିତ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ...

ଜାହ୍ନବୀଙ୍କ ସିକ୍ରେଟ୍‌ ଓ୍ବାର୍କଆଉଟ୍‌

ମୁମ୍ବାଇ: ‘ଗୁଡ୍‌ ଲକ୍‌ ଜେରି’ର ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଏକ୍ସରସାଇଜ ଏବଂ ଡାଏଟ୍‌ ବିଷୟରେ କହିଛନ୍ତି। ଜାହ୍ନବୀ ତାଙ୍କ ଅଭିନୟ ଏବଂ ଫିଟନେସ୍‌ ପାଇଁ...

ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା

ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ...

‘ଖତ୍‌ରୋ କେଁ ଖିଲାଡି-୧୨’ରେ ନଜର ଆସିବେନି ମୁନାୱାର

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ ଅପ’ର ବିଜେତା ମୁନାୱାର ଫାରୁକି ରିଆଲିଟି ଶୋ’ଖତ୍‌ରୋ କେଁ ଖିଲାଡି’ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ...

Advertisement
Archives

Model This Week