ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି ବସି ଭିନ୍ନକ୍ଷମ ଆଡ଼କୁ ଗତି କରିପାରେ ବୋଲି ଗବେଷଣାରୁ ଜଣାପଡ଼ିଛି। ବିଶେଷକରି କାର୍ଯ୍ୟାଳୟରେ ସିଟ୍‌ରେ ବସି ଦୀର୍ଘସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା କର୍ମଚାରୀମାନେ। ଏହାଦ୍ୱାରା କେବଳ ମାନସିକ ବ୍ୟାୟାମ୍‌ ହୋଇଥାଏ, କିନ୍ତୁ ଶାରୀରିକ ବ୍ୟାୟାମ୍‌ର ଆଦୌ ପ୍ରଶ୍ନ ଉଠୁନାହିଁ। ଗବେଷଣାରୁ ଜଣାପଡ଼ିଛି, ଭାରତରେ ପ୍ରତି ୧୦ଜଣଙ୍କ ମଧ୍ୟରୁ ୪ଜଣ ପର୍ଯ୍ୟାପ୍ତ ରୂପେ ସକ୍ରିୟ ନୁହଁନ୍ତି। କିଛି ଗବେଷଣାରୁ ଏହାମଧ୍ୟ ଜଣାପଡ଼ିଛି ଯେ, ପ୍ରାୟ ୫୨ ପ୍ରତିଶତ ଭାରତୀୟ ଶାରୀରିକ ରୂପେ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ଗବେଷକଙ୍କ ମତରେ, ଗତିହୀନ ଜୀବନଶୈଳୀ ଧୂମପାନ, ମଧୁମେହ ଏବଂ ହୃଦ୍‌ରୋଗଠୁ ମଧ୍ୟ ବିପଜ୍ଜନକ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହି କାର୍ଯ୍ୟ କରିବା ଦ୍ୱାରା ମଣିଷ ବିକଳାଙ୍ଗ ହୋଇପାରେ। ସମୟ ପୂର୍ବରୁ ଏଭଳି ଅଭ୍ୟାସଠୁ ନିଜକୁ ଦୂରେଇ ରଖିଲେ ଏକ ସୁସ୍ଥ ଏବଂ ନିରୋଗ ଜୀବନ ପାଇପାରିବେ। ଲୋକଙ୍କୁ ପ୍ରତି ୧୫୦ ମିନିଟ୍‌ ଅବଧିରେ ବ୍ୟାୟାମ୍‌ କରିବା ଉଚିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏପରି ନିଅନ୍ତୁ ନବଜାତ ଶିଶୁର ଯତ୍ନ

ନବଜାତ ଶିଶୁକୁ ହାତରେ ଧରିବା ସମୟରେ ହାତ ଧୋଇବା ଜରୁରୀ ହୋଇଥାଏ। କାରଣ ହାତ ନ ଧୋଇବା ଫଳରେ ଶିଶୁକୁ ସଂକ୍ରମଣ ହୋଇଥାଏ। ସେମାନଙ୍କଠରେ ରୋଗ...

ମେଘାଳୟ ବାଚସ୍ପତିଙ୍କ ପରଲୋକ

ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍‌କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦...

ତ୍ୱଚାର ଘରୋଇ ଉପଚାର

ବିୟୁଟି ପାର୍ଲର ଯାଇ ମହିଳାମାନେ ନିଜ ନିଜର ବିୟୁଟି ଟ୍ରିଟମେଣ୍ଟ କରାଇଥାନ୍ତି। କିନ୍ତୁ ପାର୍ଲରକୁ ନ ଯାଇ ବିଭିନ୍ନ ଘରୋଇ ସାମଗ୍ରୀ ବ୍ୟବହାର କରି ଆପଣ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା...

ହୃଦ୍‌ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ

ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍‌ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ...

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର...

ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର...

Advertisement
Archives

Model This Week