Posted inଜାତୀୟ

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ ମସଜିଦ। ମନ୍ଦିରରେ ଆଳତି ହେଲେ ମସଜିଦରେ ଆଜାନ ବନ୍ଦ ହୋଇ ଯାଇଥାଏ। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ମନ୍ଦିର ବାହାରେ ହନୁମାନଙ୍କ ପ୍ରସାଦ ବାଣ୍ଟି ଥାଆନ୍ତି। ଆଉ ବ୍ରାହ୍ମଣ ଏଠି ରମଜାନ ପାଇଁ ଶୁଭେଚ୍ଛା ପତ୍ର ଛାପି ଥାଆନ୍ତି। ଏହାସହ ମସଜିଦର ମୌଲାନା ମନ୍ଦିରର ବ୍ରାହ୍ମଣଙ୍କୁ ରାମ ରାମ କହି ଅଭିବାଦନ ମଧ୍ୟ ଜଣାଇ ଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ବର୍ଷରେ ଥରେ ବାଦୁଡିଠାରୁ ମଣିଷକୁ ବ୍ୟାପୁଛି କରୋନା !

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଏକ ସୂଚନା ଅନୁଯାୟୀ, ଚାଇନାରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି କୋଭିଡ-୧୯ ମହାମାରୀର ମୂଳ କୁହାଯାଉଥିବା କରୋନା...

ପ୍ରତିବର୍ଷ ଟ୍ରକ ଡାଇଭର ଦେଉଛନ୍ତି ୪୭ ହଜାର କୋଟିରୁ ଅଧିକ ଲାଞ୍ଚ: ରିପୋର୍ଟ

ନୂଆଦିଲ୍ଲୀ,୨୯।୨: ପ୍ରତିବର୍ଷ ଟ୍ରକ୍‌ ଡ୍ରାଇଭର ୪୭ ହଜାର କୋଟିରୁ ଅଧିକ ଲାଞ୍ଚ ଦେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ୍‌...

ଅବସର ନେଲେ ସେନା ଉପମୁଖ୍ୟ ସି.ପି. ମହାନ୍ତି

ନୂଆଦିଲ୍ଲୀ,୧।୨: ଭାରତର ସେନା ଉପମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସୋମବାର ଅବସର ଗ୍ରହଣ କରିଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ...

ଭଙ୍ଗା ଦଦରା ସାମଗ୍ରୀରୁ ‘ରାଫେଲ’ ତିଆରି କଲେ ରେଳ କର୍ମଚାରୀ

ପାଟଣା,୧୦।୩: ରେଳ କର୍ମଚାରୀମାନେ ଦେଶରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ସମସ୍ତିପୁରର ରେଳକର୍ମଚାରୀ ଏମିତି ଏକ କମାଲ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏହି...

ହଟିଲା ବିଜ୍ଞାପନ

ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍‌’ ବିଜ୍ଞାପନକୁ ନେଇ ଟ୍ରୋଲ୍‌ ହେବା ପରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ...

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ...

ଶାହାଙ୍କ ଭବିଷ୍ୟବାଣୀ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ଭାଜପା ଯୁଗ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା...

Advertisement
Archives

Model This Week