ଗୃହିଣୀଙ୍କ ପାଇଁ..

ଆଲମୀରାର ବହିପତ୍ର ଥିବା ଥାକରେ ଚନ୍ଦନ କାଠ ଖଣ୍ଡଟିଏ କିମ୍ବା ଶୁଖିଲା ନିମ୍ବପତ୍ର ରଖିଲେ ଏଥିରେ ପୋକ ଲାଗିବେ ନାହିଁ।
ମିରର୍‌କୁ ପରିଷ୍କାର କରିବାକୁ ହେଲେ ଉଷୁମ ପାଣିରେ ଏକ ଚାମଚ ଭିନେଗାର ମିଶାଇ କପଡା ଦ୍ୱାରା ସଫା କରନ୍ତୁ। ପରେ କାଗଜରେ ପୋଛି ଦିଅନ୍ତୁ।
ତାଓ୍ବାକୁ ପରିଷ୍କାର କରିବାକୁ ହେଲେ ଏକ ଶୁଖିଲା କପଡାରେ କେଚ୍‌ଅପ୍‌ ଲଗାଇ ରଗଡି ସଫା କରନ୍ତୁ। ପରେ ପାଣିରେ ଧୋଇଦିଅନ୍ତୁ। ଆପଣ ଚାହିଁଲେ କେଚ୍‌ଅପ୍‌ ବଦଳରେ ଲେମ୍ବୁର ବ୍ୟବହାର କରିପାରିବେ।
ଘରର କାଚ ଆଦି ସାମଗ୍ରୀ ସଫା କରିବା ପାଇଁ କାଗଜର ବ୍ୟବହାର କରନ୍ତୁ। ପରେ ଟେଲ୍‌କମ୍‌ ପାଉଡର ପକାଇ ପୋଛି ଦିଅନ୍ତୁ।
ଫର୍ଣ୍ଣିଚରରେ ଥିବା ଦାଗ ଛଡାଇବା ପାଇଁ ପେଟ୍ରୋଲିୟମ୍‌ ଜେଲି ବ୍ୟବହାର କରନ୍ତୁ। ଦାଗ ହୋଇଥିବା ସ୍ଥାନରେ ପେଟ୍ରୋଲିୟମ୍‌ ଜେଲି ଲଗାଇ ରାତିସାରା ରଖନ୍ତୁ। ପରଦିନ ସକାଳେ ସ୍ପନ୍‌ଜ କିମ୍ବା କପଡା ଦ୍ୱାରା ଏହାକୁ ସଫା କରନ୍ତୁ।
କମଳା ଚୋପାକୁ ଖରାରେ ଶୁଖାନ୍ତୁ। ଏହାକୁ ଗୁଣ୍ଡ କରି ଆଲମୀରାର କୋଣମାନଙ୍କରେ ପକାନ୍ତୁ। ଏପରି କଲେ କପଡାରେ ପୋକ ଲାଗିପାରିବେ ନାହିଁ।
ରୋଷେଇ ଘରର ସିଙ୍କ୍‌ ସଫା କରିବା ପାଇଁ ଅଧା କପ୍‌ ଭିନେଗାରରେ ଏକ ଚାମଚ ଲେମ୍ବୁରସ ଏବଂ ବେକିଂ ସୋଡା ମିଶାଇ ସିଙ୍କ୍‌ ରେ ପକାନ୍ତୁ। ୧୦- ୧୫ ମିନିଟ୍‌ ପରେ ବ୍ରସ୍‌ରେ ରଗଡି ଗରମ ପାଣିରେ ସଫା କରନ୍ତୁ।
ଘରର ଟାଇଲ୍‌ ସଫା କରିବା ପାଇଁ ଡିଟରଜେଣ୍ଟ୍‌ ପାଉଡର ବ୍ୟବହାର କରନ୍ତୁ।
ଯଦି କଳା ପିମ୍ପୁଡି ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଅଟାରେ ଚିନି ଏବଂ ହଳଦୀ ମିଶାଇ ଉକ୍ତ ସ୍ଥାନରେ ଛିଞ୍ଚି ଦିଅନ୍ତୁ।
ଆଲୁମିନିୟମ୍‌ ପାତ୍ରକୁ ସଫା କରିବାକୁ ହେଲେ ଏଥିରେ ପାଣି ଏବଂ ସେଓର ଚୋପା ମିଶାଇ ଫୁଟାନ୍ତୁ। ପରେ ଏହାକୁ ସଫା କରନ୍ତୁ।
ରବର ଖେଳଣାକୁ ପରିଷ୍କାର କରିବାକୁ ହେଲେ ପ୍ରଥମେ ବେକିଂ ସୋଡାରେ ଧୋଇ ପରେ ପାଣିରେ ଧୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?