Posted inଜାତୀୟ

ଗୁଜରାଟ ମହାରାଷ୍ଟ୍ରର ଛୋଟଭାଇ: ମୋଦି

ନାସିକ୍‌,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନାସିକ୍‌ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଗୁଜରାଟ ହେଉଛି ମହାରାଷ୍ଟ୍ରର ଛୋଟ ଭାଇ। ମୁଁ ଗୁଜରାଟରୁ ମହାରାଷ୍ଟ୍ରକୁ ଆସିଛି। ଏହାସହିତ ସେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ସମ୍ପର୍କରେ ସମବେତ ଜନତାଙ୍କୁ ଅବଗତ କରାଇଛନ୍ତି। ଏବେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟଧାରା ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଟୀକାକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହା ଭୋଟ ପାଇଁ ନୁହେଁ ଦେଶର ହିତ ଲାଗି କରାଯାଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦି ମହାରାଷ୍ଟ୍ର ଗସ୍ତ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୭ରେ ସେ ମୁମ୍ବାଇ ଏବଂ ଔରଙ୍ଗାବାଦ୍‌ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ରିତ୍‌ପାଲଙ୍କ ସହ ପୂର୍ବତନ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ପୁଅ ସହିତ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୨୮।୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସମର୍ଥନରେ ବିଦେଶରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳିସ୍ଥିତିରେ ଅମ୍ରିତ୍‌ପାଲଙ୍କ...

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ...

ଶ୍ରୀଲଙ୍କା ବିସ୍ଫୋରଣ ଘଟଣା: ତାମିଲନାଡୁର ୭ଟି ସ୍ଥାନରେ ଏନଆଇଏ ଚଢାଉ

କୋଏମ୍ବାଟୁର, ୧୨।୬: ଶ୍ରୀଲଙ୍କା ଇଷ୍ଟର ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କୋଏମ୍ବାଟୁରର ୭ଟି ସ୍ଥାନରେ ବୁଧବାର ଚଢ଼ାଉ କରିଛି। ଅଝାରୁଦ୍ଦିନ,...

ହାସଲ କରିବାକୁ ଚାହୁଁଥିଲେ ବଳିଦାନ ଦେବାକୁ ପଡିବ: କଂଗ୍ରେସକୁ ମମତାଙ୍କ ବାର୍ତ୍ତା

କୋଲକାତା,୧୫।୫: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି, ଯେଉଁ ସବୁ...

ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଉଚିତ

ନୂଆଦିଲ୍ଲୀ,୨୬ା୧: ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ମାର୍ଗଦର୍ଶନ କରିଆସୁଛି। ଭାରତର ଯାତ୍ରା ଅନ୍ୟ ଦେଶଗୁଡ଼ିକୁ ପ୍ରେରଣା ଦେଇଛି। ତେଣୁ ପ୍ରତ୍ୟେକ ଭାରତୀୟ ନିଜ ଦେଶର...

ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍‌: ସୋମବାର ହାଇକୋର୍ଟରେ ହେବେ ହାଜର

ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍‌ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩...

‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ

ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର...

ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ

ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ...

Advertisement
Archives

Model This Week