Posted inଜାତୀୟ

ଗିରଫ ହେବେ ଥରୁର

କୋଲକାତା,୧୩।୮: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ଏକ ଗିରଫ ପରଓ୍ବାନା ଜାରି କରାଯାଇଛି। କୋଲକତା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ଥରୁରଙ୍କ ନାଁରେ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ‘ହିନ୍ଦୁ-ପାକିସ୍ତାନ’କୁ ନେଇ ଥରୁର ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ସୁମିତ ଚୌଧୁରୀ ନାମକ ଜଣେ ଓକିଲ ଥରୁରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ମାମଲାରେ କୋର୍ଟ ଏବେ ଥରୁରଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ,...

ବାବ୍ରି ଭଙ୍ଗା ହେବା ପୂର୍ବରୁ ମୁଁ ନରସିଂହ ରାଓ ସରକାରଙ୍କୁ ଭାଜପା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୮ : ଏନସିପି ମୁଖ୍ୟ ଶରଦ ପାୱାର ପ୍ରକାଶ କରିଛନ୍ତି ୍‌ ଯେତେବେଳେ ରାମଜନ୍ମଭୂମି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗଥିଲା, ସେତେବେଳେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ...

ଆଜିଠୁ ୟୁପିରେ ଆରମ୍ଭ ହେବ ‘ଗଛ ଲଗାଓ, ଗଛ ବଞ୍ଚାଓ’ ଅଭିଯାନ, ୩୫ ଲକ୍ଷ୍ୟ ଚାରା ରୋପଣ କରିବାକୁ ଲକ୍ଷ୍ୟ, ଯୋଗୀ କଲେ ଏହି ଅପିଲ

ଲକ୍ଷ୍ନୌ, ୨୨।୭: ଉତ୍ତରପ୍ରଦେଶରେ ଶନିବାର ଠାରୁ ‘ଗଛ ଲଗାଓ, ଗଛ ବଞ୍ଚାଓ’ ବିଷୟବସ୍ତୁ ଉପରେ ବୃକ୍ଷରୋପଣ ଜନ-ଅଭିଯାନ ଆରମ୍ଭ ହେଉଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର...

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ...

ଭାରତ ହିଁ ବିଶ୍ୱକୁ ଟିକା ଯୋଗାଇପାରିବ

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି...

ଆସନ୍ତା ବର୍ଷ ଦିଲ୍ଲୀରେ ହେବନି ଆର୍ମି ଡେ’ ପରେଡ

ନୂଆଦିଲ୍ଲୀ,୨୦।୯: ସେନା ଦିବସ ଅବସରରେ ପ୍ରତିବର୍ଷ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଥିବା ସେନା ଦିବସ ପରେଡ ଆସନ୍ତା ବର୍ଷ ଦିଲ୍ଲୀ ବାହାରେ ସ୍ଥାନାନ୍ତର...

ଜେଲରେ ଅନିଲ ଦେଶମୁଖଙ୍କୁ ଘର ଖାଦ୍ୟ ମନା

ମୁମ୍ବାଇ,୧୫।୧୧: ଚଳିତ ମାସ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ତାଙ୍କ ରିମାଣ୍ଡ ଅବଧି...

ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍‌: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ...

Advertisement
Archives

Model This Week