Posted inଜାତୀୟ

ଗାଈ ବାଛୁରୀ ସହିତ ଖେଳିଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଥୁରାରେ ଅନୁଷ୍ଠିତ ହୋଇଥିବା ପଶୁ ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଏକ ଗାଈକୁ ଆଉଁସିବା ସହିତ ନିକଟରେ ଥିବା ବାଛୁରୀ ସହିତ ଖେଳିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଦିଙ୍କ ପାଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଠିଆ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଆଦିତ୍ୟନାଥ ମଧ୍ୟ ବାଛୁରୀ ସହିତ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଲଓ୍ବେ ଟ୍ରାକ୍‌ ଉଡାଇଲେ ମାଓବାଦୀ…

ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍‌କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି...

ପଶ୍ଚିମବଙ୍ଗର ୨ ନେତା, ୨ମନ୍ତ୍ରୀ ଗୃହବନ୍ଦୀ

କୋଲକାତା,୨୧।୫: ନାରଦା ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ...

୭ ଜୁନ୍‌ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌: ଅଡ୍‌-ଇଭିନ୍‌ରେ ଖୋଲିବ ଦୋକାନ…

ଚଣ୍ଡିଗଡ଼,୩୦।୫: କରୋନା ମହାମାରୀ ସଂକ୍ରମଣରେ ରୋକ ଲଗାଇବା ପାଇଁ ହରିୟାଣାରେ ୭ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମନୋହର...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଡାଲଚିନି ମିଶା କ୍ଷୀର

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ...

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ...

ହଜିଗଲା ୫୦ ଲକ୍ଷ ଟଙ୍କାର ‘କେଶ’

ଇନ୍ଦୋର,୨୮।୭: ମଧ୍ୟପ୍ରଦେଶର ଇନ୍ଦୋର ରେଳ ଷ୍ଟେଶନର ପାର୍ଶଲ କାର୍ଯ୍ୟାଳୟରେ କିଛି ଲୋକ ବୁଧବାର ହଙ୍ଗାମା ସୃଷ୍ଟି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ୫୦ ଲକ୍ଷ...

ବଡ଼ ପେଟ ଥିବା କନଷ୍ଟେବଳଙ୍କୁ ସକାଳେ-ସନ୍ଧ୍ୟାରେ ୪-୪ ଘଣ୍ଟା ଡ୍ୟୁଟି

ଗୋରଖପୁର,୧୧।୩: ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ନେଇ ଉତ୍ତରପ୍ରଦେଶ ଗୋରଖପୁର ଜୋନ୍‌ ଏଡିଜି ଅଖିଳ କୁମାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା...

ନିର୍ଭୟା ମାମଲା: ଅଭିଯୋଗକୁ ନେଇ ସଫେଇ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ନିର୍ବାଚନ ଋତୁରେ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇଛନ୍ତି...

Advertisement
Archives

Model This Week