Posted inଜାତୀୟ

ଗଣବଳାତ୍କାର ଶିକାର ହେଲେ ନାବାଳିକା

ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ୪୦୦ ଜଣ ଗଣବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ଏବେ ନାବାଳିକା ଜଣଙ୍କ ୨ ମାସର ଗର୍ଭବତୀ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସମ୍ପୃକ୍ତ ନାବାଳିକାଙ୍କ ମା’ ଦୁଇ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ତାଙ୍କ ବାପା ୮ ମାସ ତଳେ ଝିଅର ବିବାହ କରିଦେଇଥିଲେ। ବିବାହର କିଛି ଦିନ ପରେ ଶାଶୂଘର ଲୋକେ ତାଙ୍କ ସହ ମାରପିଟ୍‌ କରିଥିଲେ। ପରେ ଯୁବତୀ ଜଣଙ୍କ ବସ୍‌ ଷ୍ଟାଣ୍ଡ୍‌ରେ ଭିକ ମାଗିଥିଲେ। ଏହି ସମୟରେ ସେ ଗଣବଳାତ୍କାରରେ ଶିକାର ହୋଇଥିଲେ।
ସେ ଏ ନେଇ ଅନେକ ଥର ସେ ଥାନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନ ଥିଲା। ଗତ ସପ୍ତାହରେ ବିଡ ପୋଲିସ ଏ ନେଇ ଚାଇଲ୍ଡ ମ୍ୟାରେଜ ଆକ୍ଟ, ଦୁଷ୍କର୍ମ, ନିର୍ଯାତନା ଏବଂ ପୋସ୍କୋ ଆକ୍ଟ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସମୟରେ ଗୋଖାଦ୍ୟ ଦୁର୍ନୀତି ଫଇସଲା: ୭୫ ଦୋଷୀ, ୬ ଫେରାର୍‌ …

ପାଟନା, ୧୫।୨ : ବିଧାନସଭା ନିର୍ବାଚନ ସମୟରେ ପୁଣି ବିହାରରେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ରାଜନୈତିକ ସ୍ଥିତି ସରଗରମ ହୋଇଉଠିଛି। ୫ ରାଜ୍ୟର ବିଧାନସଭାରୁ ଫାଇଦା...

ବାସ୍ତୁବିତ୍‌ ଚନ୍ଦ୍ରଶେଖରଙ୍କୁ ହତ୍ୟା

ବେଙ୍ଗାଲୁରୁ,୬ା୭: ବାସ୍ତୁବିତ୍‌ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର କର୍ନାଟକର ହୁବଲି ଜିଲାସ୍ଥିତ ଏକ ହୋଟେଲରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତ ଦୁଇ ଯୁବକ...

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ...

ଏବେ ସିସୋଡିଆ-କୈଳାସ ଗେହଲୋଟ ହେବେ ଗିରଫ: ଭାଜପାକୁ ଘେରିଲେ କେଜରିଓ୍ବାଲ…

ନୂଆଦିଲ୍ଲୀ, ୧୮।୯ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ ଆଦମୀ ପାର୍ଟିର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ଏଏପିର...

ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଏମ୍ବାଟୁର, ୧୩।୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ରବିବାର ଅନୁଷ୍ଠିତ ହୋଇଥିବାବେଳେ ଏହାର ମାତ୍ର କେଇଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲାରେ ଜଣେ...

୬୫ପ୍ରତିଶତ ଅଭିଭାବକ ଚାହୁଁଛନ୍ତି ରାଜ୍ୟରେ ଖୋଲୁ ସ୍କୁଲ: ସିସୋଡିଆ

ନୂଆଦିଲ୍ଲୀ,୯।୮: ଦେଶର ରାଜଧାନୀରେ କରୋନା ସଂକ୍ରମଣ ମାମଲା ଏବେ ହ୍ରାସ ପାଇବା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ଅଭିଭାବକଙ୍କଠାରୁ ଦିଲ୍ଲୀ ସରକାର ପରାମର୍ଶ...

ଆମ୍ବୁଲାନ୍ସକୁ ଅବରୋଧ କଲା ଭାଜପା ନେତାଙ୍କ କାର୍‌

ଲକ୍ଷ୍ନୌ, ୫ା୪: ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଭାଜପା ନେତା ଉମେଶ ମିଶ୍ରାଙ୍କ କାର୍‌ ରାସ୍ତା ଅବରୋଧ କରିବାରୁ ଆମ୍ବୁଲାନ୍ସ ହସ୍ପିଟାଲ ଯାଇ ନ ପାରି ରୋଗୀଙ୍କ...

ଦିଲ୍ଲୀରୁ ଖୁସି ଖବର, ଡେଲ୍ଟା ଭାରିଆଣ୍ଟ୍‌ କ୍ଷେତ୍ରରେ ୯୯ ପ୍ରତିଶତ ପ୍ରଭାବଶାଳୀ ହେଉଛି ଭାକ୍ସିନ୍‌…

ମୁମ୍ବାଇ/ପୁଣେ,୧୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ସଂକ୍ରମଣରୁ...

Advertisement
Archives

Model This Week