ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପୁଣି ୪ ପଜିଟିଭ୍‌ ଚିହ୍ନଟ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୫୫ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟଛି । ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି । ଏହାଫଳରେ ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛିା ଏହି ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌, ହାଇପରଟେନଶନ୍‌, କ୍ରୋନିକ୍‌ କିଡ୍‌ନୀ‌ ରୋଗରେ ମଧ୍ୟ ଆକ୍ରାନ୍ତଥିଲେ । ଅପରପକ୍ଷରେ ରବିବାର ଜିଲାରେ ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ଚିକିଟି ବ୍ଲକର ୨ ଜଣ ଓ ଶେରଗଡ଼ ବ୍ଲକର ଜଣେ କରୋନା ଯୋଦ୍ଧା ରହିଛନ୍ତି । ଏଥିସହ ସାନଖେମୁଣ୍ଡି ବ୍ଲକର ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ କରୋନା ପଜିଟିଭ୍‌ ମାନଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଛନ୍ତି । ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା...

ଭଡ଼ାରେ ଲାଗୁଛି ଶରଧାବାଲି

ପୁରୀ ଅଫିସ,୧୪ ।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସିଲେ, ମନକୁ ଚାଲି ଆସେ ଶରଧାବାଲି। ଶ୍ରୀମନ୍ଦିର, ମହୋଦଧି ଓ ତୀର୍ଥ ପୁଷ୍କରିଣୀ ଭଳି ଶ୍ରୀଜଗନ୍ନାଥ ପରମ୍ପରାରେ...

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ

ଫୁଲବାଣୀ ଅଫିସ, ୩୦ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର ଶନିବାର ବେପରୁଆ ଗାଡି ଚାଳନା କାଳ ହୋଇଛି ା ଏକ କାର...

ପାଳିରେ ଯୋଗାଯାଉଛି ବିଜୁଳି

ତାଳଚେର,୨ା୩(ନି.ପ୍ର.) ତାଳଚେର ବ୍ଲକ ଚାଇଁପାଳ ଡିଭିଜିନ ଅନ୍ତର୍ଗତ ପାଲଲହଡ଼ା ସବ୍‌ଡିଭିଜନର କଣିହାଁ ବ୍ଲକ ପରାବିଲ ସେକ୍ସନରେ ଥିବା ପାୱାର ଟ୍ରାନ୍ସଫର୍ମର ୨ ଦିନ ହେଲା ପୋଡିଯାଇଛି। ଫଳରେ...

‘ରଙ୍ଗବତୀ’ରେ ‘ଡାଲ୍‌ଖାଇ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶୁକ୍ରବାର ଭଞ୍ଜକଳାମଣ୍ଡପରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ...

ଗଡ଼ ଫେରିପାଇବା ଲକ୍ଷ୍ୟରେ ବିଜେଡି

ରାଇଘର, ୩୦ା୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏବେ ନିର୍ବାଚନୀ ପ୍ରଚାର ଜୋର୍‌ଦାର ଚାଲିଛି। ଗ୍ରାମାଞ୍ଚଳରେ ନେତା ଡେରା ପକାଇ ଲୋକଙ୍କୁ ଏକାଠି କରି ଜୋର୍‌ଦାର ପ୍ରଚାର...

‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.) ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ।...

ବର୍ଷା ପାଇଁ ଇନ୍ଦ୍ର ପୂଜା

ବନ୍ତଳା, ୨୬ା୭(ଡି.ଏନ.ଏ.)-ଜଳାଭାବ ଓ ମରୁଡ଼ି ପରିସ୍ଥିତି ଆଶଙ୍କା ଯୋଗୁ ଚାଷୀ ଚିନ୍ତାରେ ପଡିଥିବାବେଳେ ବର୍ଷା ପାଇଁ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳ ପୋକତୁଙ୍ଗା ଗ୍ରାମରେ ଇନ୍ଦ୍ରପୂଜା...

Advertisement
Archives

Model This Week