ଖୁବ୍‌ଶୀଘ୍ର ରିଲିଜ୍‌ ହେବ ହାଉସ୍‌ ଫୁଲ୍‌-୪ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ ଫୁଲ-୪’କୁ ତାଙ୍କର ଫ୍ୟାନମାନେ ଅପେକ୍ଷା ରଖିଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା। ସୂଚନା ଅନୁଯାୟୀ ଏହାର ଟ୍ରେଲର ଆସନ୍ତା ୨୭ ତାରିଖରେ ରିଲିଜ୍‌ କରାଯିବ। ଏଥିରେ ଅକ୍ଷୟଙ୍କ ସହ ରିତେଶ ଦେଶମୁଖ, ବବି ଦେଓଲ, କୃତି ଖରବନ୍ଦା, ପୂଜା ହେଗଡେ ଆଦିଙ୍କୁ ଦେଖିବାକୁ ମିଳିବ। ଫରହାଜ ସାମଜି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜକ କରିଛନ୍ତି ସାଜିଦ ନାଡିଓ୍ବାଡଓ୍ବାଲା। ଏହା ଆସନ୍ତା ଅକ୍ଟୋବର ୨୬ ଅର୍ଥାତ୍‌ ଦୀପାବଳୀ ଅବସରରେ ରିଲିଜ୍‌ ହେବାର ଯାଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ପୂଜା ପାଆନ୍ତି ମହମ୍ମଦ ରଫି

ଅହମ୍ମଦାବାଦ: ବଲିଉଡ୍‌ ଗାୟକ ମହମ୍ମଦ ରଫିଙ୍କ ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଥିବା ବେଳେ ଏବେବି ତାଙ୍କ ଗୀତ ମତୁଆଲା କରେ ଶ୍ରୋତାଙ୍କୁ। ରଫିଙ୍କ...

ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ...

ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…

ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି...

ପ୍ରିୟଙ୍କାଙ୍କ ଜନ୍ମଦିନରେ ଏମିତି ଶୁଭେଚ୍ଛା ଜଣାଇଲେ ନିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବିବାହ ପରେ ଶାଶୁଘର ଲୋକଙ୍କ ସହ ପ୍ରଥମ ଜନ୍ମଦିନ ଖୁବ୍‌ ଧୁମ୍‌ଧାମରେ ପାଳିଥିଲେ...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ...

ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି...

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା...

Seven Jackpot
Advertisement


Archives

Model This Week

Why Dharitri