Posted inଜାତୀୟ

ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୧।୫: ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ୧୦ ଟଙ୍କିଆ ନୋଟ। ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ୧୦ଟଙ୍କିଆ ନୋଟ ଜାରି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ସୂଚନା ଦେଇଛି। ଏହି ନୂଆ ନୋଟରେ ଆଇବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିଥିବା ଜଣାପଡ଼ିଛି। ଏଥିସହ ବଜାରରେ ପୂର୍ବରୁ ଚାଲୁଥିବା ୧୦ ଟଙ୍କିଆ ନୋଟର ପ୍ରଚଳନ ମଧ୍ୟ ଜାରି ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ଏହା ପୂର୍ବରୁ ଆରବିଆଇ ପକ୍ଷରୁ ୨୦ଟଙ୍କିଆ ନୋଟ ଜାରି କରାଯିବ ବୋଲି ଘୋଷଣା କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ନୁଆ ସିରିଜରେ ଜାରି କରାଯାଇଥିବା ଏହି ନୋଟରେ ମଧ୍ୟ ଉର୍ଜିତ ପଟେଲଙ୍କ ହସ୍ତାକ୍ଷର ରହିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁରେ ରୋଗୀଙ୍କୁ କାମୁଡ଼ିଲା ମୂଷା

ହାଇଦରବାଦ,୩।୪: ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ମୂଷା କାମୁଡ଼ି ଦେଇଥିଲା। ଯାହା ପରେ ପୀଡ଼ିତଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା। ହେଲେ...

ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲା: ଟ୍ରକ୍‌ ଡାଇଭର ଓ ହେଲ୍‌ପରଙ୍କୁ ୩ ଦିନ ରିମାଣ୍ଡରେ ନିଆଗଲା

ଲକ୍ଷ୍ନୌ,୩।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର୍‌ଙ୍କୁ ସ୍ପେଶାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌...

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ...

ଫେରାଯିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୯।୪ : ବେସରକାରୀ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରକୁ ଅବ୍ୟବହୃତ ଟିକା ଫେରାଇବାକୁ କୁହାଯାଇଛି। ଏଥିନେଇ ସେମାନଙ୍କୁ ଦିଆଯାଇଛି ଶୁକ୍ରବାର ପର୍ଯ୍ୟନ୍ତ ସମୟ। ବଳକା ଟିକାଗୁଡ଼ିକୁ ମେ’...

କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ

ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ...

କରୋନାରେ ଶାହାବୁଦ୍ଦିନ୍‌ଙ୍କ ପରଲୋକ ନେଇ ଗୁଜବ…

ନୂଆଦିଲ୍ଳୀ/ପାଟନା,୧।୫: କରୋନାରେ ଆକ୍ରାନ୍ତ ହୋଇ ବିହାରର ଆରଜେଡିର ପୂର୍ବତନ ଏମ୍‌ପି ମହମ୍ମଦ ଶାହାବୁଦ୍ଦିନ୍‌ଙ୍କ ପରଲୋକ ଘଟିଥିବା ନେଇ ଶନିବାର ଗୁଜବ ସୃଷ୍ଟି ହୋଇଛି। ସେ ଦିଲ୍ଲୀର...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ

ରାଞ୍ଚି,୨୦।୧୨:ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।...

ଲକ୍‌ଡାଉନ୍ ସମୟରେ ୯୦ ପ୍ରତିଶତ କମିଛି ହତ୍ୟା-ବଳାତ୍କାର ଭଳି ମାମଲା

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସମୟରେ...

Advertisement
Archives

Model This Week