ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ

ଭବାନୀପାଟଣା/କୋକସରା-୪ । ୪, (ଡି.ଏନ.ଏ.) : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ରାଜ୍ୟର ହିତାଧିକାରୀମାନଙ୍କୁ ଓଡ଼ିଶା ସରକାର ଆଗୁଆ ୩ ମାସର ରାସନ ସାମଗ୍ରୀ ସହ ପ୍ରତି ହିତାଧିକାରୀଙ୍କ ପରିବାରକୁ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲା କୋକସରା ପଞ୍ଚାୟତର କୋକସରା, ଚିଲିଗୁଡା, ନୂଆପଡା ଓ ଗଡରାମାଲର ୧ ହଜାର ୧୧ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଏହି ରାଶି ଶନିବାର ଗଡରାମାଲ ଗ୍ରାମର ହିତାଧିକାରୀଙ୍କୁ ବଣ୍ଟା ଯାଇଛି । ଲକଡାଉନ ଯୋଗୁଁ ଘରେ ରହିଥିବା ଗରୀବ ଖଟିଖିଆଙ୍କ ରୋଜଗାର ବନ୍ଦ ରହିଥିବା ବେଳେ ରାଜ୍ୟ ସରକାର ଏଭଳି ଘଡିସନ୍ଧି ସମୟରେ ଏହି ରାଶି ଯୋଗାଇ ଦେଇଥିବାରୁ ହିତାଧିକାରୀ ଖୁସିବ୍ୟକ୍ତ କରିଛନ୍ତି । ତେବେ ଏହି ଟଙ୍କା ବଣ୍ଟନ ସମୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ, ଯୋଗାଣ ସହାୟକ ଦୟା ଶଙ୍କର ଶବର ଓ ନାଏବ ସରପଞ୍ଚ ବିଜୁଳି ବିଶି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନୋରଞ୍ଜନ ମନସ୍କ ହେବ ଅନୁଗୋଳ

ଅନୁଗୋଳ ଅଫିସ,୮।୪ କରୋନା କଷଣ ଯୋଗୁ ଦୀର୍ଘ ୨ ବର୍ଷ ହେବ ସଜେଇ ହୋଇ ନ ଥିବା ମଞ୍ଚ ଶୁକ୍ରବାର ସଜ୍ଜିତ ହେବ। ଲାଇଟ୍‌, ସାଉଣ୍ଡ...

ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ଗିରଫ

ପୁରୀ ଅଫିସ, ୧୧ା୨: ଗତ କିଛିଦିନ ଧରି ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିଲା। ଲୁଟେରାମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଥିଲା।...

ବିଲରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୦ା୯- ଫିରଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।...

ଗୋଷ୍ଠୀ ସଂଘର୍ଷରୁ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା

ନୟାଗଡ଼ ଅଫିସ,୧୪।୪:  ନୟାଗଡ଼ ସହରରେ ଦଣ୍ଡପବର୍ର୍ ବୁଧବାର ରାତିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧୀନ...

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

କଟକ ଅଫିସ,୨୬ା୮:କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ଚିକିତ୍ସା ପାଇଁ ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର...

‘ଅଳଙ୍କାର’ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି

ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା...

ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ...

ଗାଧୋଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ଛାତ୍ରୀ

ବଡ଼ଗାଁ,୨୬।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଖରିଆମାଲ ନିକଟ ମାଲିପଡା ଗ୍ରାମରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

Advertisement
Archives

Model This Week