ଖରାଦିନିଆ ଫ୍ୟାଶନ

ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌ ସମ୍ପର୍କରେ…
– ସମର ଫ୍ୟାଶନରେ ଏବେ ପୁଣି ଥରେ କାଫତାନ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାର୍କେଟରେ ସିଫନ୍‌, କର୍ଟନ୍‌ ଆଦି ବିଭିନ୍ନ ପ୍ରକାର କାଫତାନ୍‌ ମିଳୁଛି। ଏହି ପୋଷାକ ଲମ୍ବା ଏବଂ ଖୋଲା ଖୋଲା ରହିଥାଏ। ତେଣୁ ଖରାଦିନେ ପିନ୍ଧିବାକୁ ଆରାମ ଲାଗେ ଓ ଫ୍ୟାଶନେବୁଲ ମଧ୍ୟ ଦେଖାଯାଏ।
– ଓଭର ସାଇଜ୍‌ ସର୍ଟ ମଧ୍ୟ ସମର ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗିବ। ଜିନ୍ସ ସହିତ ଢିଲା ଓ ଲମ୍ବା ସର୍ଟ ମଧ୍ୟ ଆପଣ ଖରାଦିନେ ପିନ୍ଧିପାରିବେ। ଏହା ଆରାମଦାୟକ ହେବା ସହ ଷ୍ଟାଇଲିଶ୍‌ ଲାଗିବ।
– ଖରାଦିନେ କୁଲ୍‌ ଏବଂ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହୁଁଥିଲେ ଟି-ସାର୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କୌଣସି ପାର୍ଟି କିମ୍ବା ବାହାରକୁ ବୁଲିବାକୁ ଯିବା ସମୟରେ ଆପଣ ଏହି ଡ୍ରେସ୍‌ ପିନ୍ଧି ଯାଇପାରିବେ। ଟି-ସାର୍ଟ ଡ୍ରେସ୍‌ ସହିତ ଧଳା ଷ୍ଟାଇଲିଶ୍‌ ଜୋତା ବେଶ୍‌ ସୁନ୍ଦର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ।...

ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ...

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ଯତୀନ ଲଲିତ

ତୁଝେ ଦେଖା ତୋ ୟେ ଜାନା ସନମ୍‌! ଦିଲଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ (ଡିଡିଏଲ)ଚଳଚ୍ଚିତ୍ରର ଏହି ଗୀତଟି ଏବେ ସୁଦ୍ଧା ଲୋକଙ୍କ କାନରୁ ହଜିନାହିଁ। ଏହି...

ଏହି ସମସ୍ୟା ଥିଲେ କାଜୁଠାରୁ ଦୂରେଇ ରୁହନ୍ତୁ

ନଟ୍‌ସ ବା ଡ୍ରାଏ ଫ୍ରୁଟ୍‌ସ ଆମ ଶରୀର ପାଇଁ ଲାଭଦାୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ ବାଦାମ, ଅଖରୋଟ ଆମେ ଖାଇଥାଉ। କାଜୁର ବ୍ୟବହାର ମିଠା...

ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ...

ଏହି ୪ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି ମହିଳା; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ...

Advertisement
Archives

Model This Week