କ୍ୱାରାଣ୍ଟାଇନରେ ମନ୍ତ୍ରୀ ସତପାଲ ମହାରାଜ

ଡେରାଡୁନ,୩୧।୫: ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ ଏବେ କ୍ୱାରାଣ୍ଟାଇନରେ। ତାଙ୍କ ଧର୍ମପତ୍ନୀ ଅମ୍ରିତା ରାଓ୍ବତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମନ୍ତ୍ରୀ ସତପାଲ ମହାରାଜ କ୍ୱାରାଣ୍ଟାଇନରେ ରହିବା ଆରମ୍ଭ କରିଛନ୍ତି। ଏହାସହ ତାଙ୍କ ଘରେ ରହୁଥିବା ପ୍ରାୟ ୪୧ ଜଣ ସଦସ୍ୟ କ୍ୱାରାଣ୍ଟାଇନରେ ଥିବା ବେଳେ ସମସ୍ତଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ମହାରାଜ ଶୁକ୍ରବାର ଏକ କ୍ୟାବିନେଟ ବୈଠକରେ ଯୋଗ ଦେଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ମଧ୍ୟ ଯୋଗ ଦେଇଥିଲେ। ଯାହାକୁ ନେଇ ଏବେ ଚିନ୍ତା ବଢି ଯାଇଛି। ଅମ୍ରିତାଙ୍କର ଏବେ ରିଷିକେଶରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଥିବା ପ୍ରକାଶ କରିଛନ୍ତି ଜିଲାପାଳ ଆଶିଷ କୁମାର ଶ୍ରୀବାସ୍ତବ। ଉତ୍ତରାଖଣ୍ଡରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୨ ନୂଆ ରୋଗୀ ଚିହ୍ଟ ହେବା ପରେ ଏମାନଙ୍କ ମଧ୍ୟରେ ୧୪ ଡେରାଡୁନର, ୩ ହରିଦ୍ୱାରର ଓ ୫ ନୈନିତାଲର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ...

ଗୁଜରାଟରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ନାଇଟ୍ କର୍ଫ୍ୟୁ

ଗାନ୍ଧିନଗର,୨୧ ।୧୨: ଗୁଜରାଟର ଭଦୋଦରାରେ ସୋମବାର ବ୍ରିଟେନରୁ ଫେରିଥିବା ଜଣେ ମହିଳା ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ୨୭ ବର୍ଷିୟା ମହିଳାଙ୍କ ନିକଟରେ...

ଚାଇନା କେବେ ଭାରତର ବନ୍ଧୁ ହୋଇ ନ ପାରେ: ବାବା ରାମଦେବ

ହରିଦ୍ୱାର,୧।୭: ଚାଇନାକୁ ପ୍ରବଞ୍ଚକ ଓ ସାମ୍ରାଜ୍ୟବାଦୀ କହିବା ସହ ସେ କେବେ ହେଲେ ଭାରତର ବନ୍ଧୁ ବା ମିତ୍ର ହୋଇ ନ ପାରେ ବୋଲି କହିଛନ୍ତି...

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ...

ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା...

ବସ୍ତିରେ ଝାଡ଼ୁ ମାରିଲେ ପ୍ରିୟଙ୍କା

ଲକ୍ଷ୍ନୌ,୮।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ହିଂସା ପ୍ରଭାବିତ ଲଖିମପୁର ଖେରି ଯିବାବେଳେ ସୋମବାର ତାଙ୍କୁ ପୋଲିସ ଅଟକ ରଖିଥିଲା। ପରେ...

ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ...

ଆଉ ୮୬ ଅସ୍ତିତ୍ୱହୀନ ଦଳ ତାଲିକାରୁ ବାଦ୍‌

ନୂଆଦିଲ୍ଲୀ,୧୪ା୯(ପି.ଟି.): ନିର୍ବାଚନ କମିଶନ (ଇସି) ଆଉ ୮୬ଟି ଅସ୍ତିତ୍ୱହୀନ ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)ଙ୍କୁ ତାଲିକାରୁ ବାଦ୍‌ ଦେବା ଲାଗି ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Archives

Model This Week