Posted inଜାତୀୟ

କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ଆଗକୁ କିଛିଦିନ ମଉନ ବ୍ରତ ରଖି ନିଜ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଲୋସଭା ଆସନର ପ୍ରାର୍ଥୀ ହୋଇଥିବା ସ୍ବାଧୀ ନିକଟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି କହି ବିବାଦ ଘେରକୁ ଆସିଥିଲେ। ଏହି ମନ୍ତବ୍ୟ ପାଇଁ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟି ଜାରି କରିଥିଲା। ତାଙ୍କର ଏହି ମନ୍ତବ୍ୟକୁ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିଲେ। ସୋମବାର ନିଜ ଟୁଇଟର ଆକାଉଣ୍ଟରେ ସେ ଲେଖିଛନ୍ତି, ନିର୍ବାଚନ ବେଳେ ଦେଇଥିବା ପ୍ରତିକ୍ରିୟା ଦ୍ୱାରା କାହାକୁ ଯଦି କଷ୍ଟ ପହଞ୍ଚିଥାଏ ତେବେ ମୁଁ କ୍ଷମା ମାଗୁଛି। ଏଭଳି ଭୁଲର ପ୍ରାୟଶ୍ଚିତ ପାଇଁ ମଉନ ବ୍ରତ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଶରଦ ପାଓ୍ବାରଙ୍କ ଗୁଗ୍‌ଲିରେ ବୋଲ୍ଡ ହୋଇଗଲେ ଉଦ୍ଧବ ଠାକ୍‌ରେ’

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଆରପିଆଇ ନେତା ରାମଦାସ ଅଠୱାଲେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅଠୱାଲେ କହିଛନ୍ତି,...

ଗୁଜରାଟ-ଆସାମରେ ବନ୍ୟା

ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି...

ଅହମଦାବାଦରେ ୧୭୨ କରୋନା ପଜିଟିଭ ମହିଳା କରିଛନ୍ତି ସନ୍ତାନ ପ୍ରସବ: ୪୪ ଶିଶୁ ସଂକ୍ରମିତ !

ଅହମଦାବାଦ,୩୧।୫: ଗୁଜୁରାଟରେ କରୋନା ସଂକ୍ରମଣ ସ୍ଥିତି ଖରାପ ଥିବା ବେଳେ ବେଳକୁ ବେଳ ଏଥିରେ ବୃଦ୍ଧି ଘଟୁଛି। ଏବେସୁଦ୍ଧା ଗୁଜରାଟରେ ୧୬,୩୪୩ ଜଣ କରୋନା ସଂକ୍ରମିତ...

ଆଇଏନ୍‌ଏସ୍‌ କରଞ୍ଜ ନୌସେନାରେ ସାମିଲ

ମୁମ୍ବାଇ,୧୦।୩: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି। ବୁଧବାର ନୌସେନାରେ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍‌ ଆଇଏନ୍‌ଏସ୍‌ କରଞ୍ଜକୁ ମୁମ୍ବାଇର ନାଭାଲ ଡକ୍‌ ୟାର୍ଡରେ ଏକ...

‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ବଦଳା ଗଲା ସ୍କୁଲ୍‌ର ନାଁ

ନୂଆଦିଲ୍ଲୀ,୨୮।୩: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ ହେବା ପରଠୁ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେବଳ ସେତିକି...

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧...

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ, ରାଷ୍ଟ୍ରପତି ଶାସନ ଲାଗୁ କରିବା: କପିଲ ସିବଲ

ନୂଆଦିଲ୍ଲୀ,୨୨।୭: ରାଜ୍ୟ ସଭା ଏମ୍‌ପି କପିଲ ସିବଲ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାସ୍ତା ବତାଇଛନ୍ତି। ଶନିବାର ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି...

ଇମାନୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୫ ।୪: ଫ୍ରାନ୍ସର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଇମାନୁଏଲ ମାକ୍ରୋନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ୨୦ ବର୍ଷ ଭିତରେ...

Advertisement
Archives

Model This Week