କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ ୧୨ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ସେଥିମଧ୍ୟରୁ ୧୧ଜଣ କେରଳରୁ ଫେରିଥିବା ବେଳେ ଜଣେ ସୁରଟ ଫେରନ୍ତା ରହିଛନ୍ତି। ଏହାପରେ ଜିଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁଯାୟୀ ୩ଟି ଗାଡ଼ିରେ ସେମାନଙ୍କୁ ମୋହନା ବ୍ଲକର ଲୁହାଗୁଡି ଆଦିବାସୀ ହାଇସ୍କୁଲର କ୍ବାରାଣ୍ଟାଇନ୍‌ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ୧୨ ଜଣଙ୍କ ମଧ୍ୟରୁ ୮ଜଣ ମୋହନା ବ୍ଲକର ଥିବାବେଳେ ଓ ୪ଜଣ ନୁଆଗଡ ବ୍ଲକର ବୋଲି ସୂଚନା ରହିିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରୁ ପୁଣି ୯୪ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ ସ୍ଥାନୀୟ ଅଞ୍ଚଳର

ଭଦ୍ରକ ଅଫିସ,୧।୯: ଭଦ୍ରକ ଜିଲାରୁ ମଙ୍ଗଳବାର ୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର...

ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା,୯।୫(ଡି.ଏନ.ଏ.): କରୋନା କଟକଣା ଯୋଗୁ ୨ ବର୍ଷ ଧରି ହୋଇପାରିନଥିବା ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ରବିବାର ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ଓ କୁମ୍ଭାର...

ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୨।୨(ଡି.ଏନ୍‌.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ...

ସଂକ୍ରମଣ ଶୀର୍ଷ ଅତିକ୍ରମ କରି ସାରିଛି କେରଳ: ଏମ୍ସ୍‌…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଯୋଗୁ ଦେଶର...

ପୁଣି ବିପଦ ମାଡ଼ି ଆସୁଛି: ଭାକ୍ସିନ୍‌ ନେବା ପରେ ବି ତୃତୀୟ ଲହର ଭୟ…

ଲଣ୍ଡନ,୨୯।୫: ପୁଣି ବିପଦ ମାଡ଼ି ଆସୁଛି। କରୋନାରେ ଦ୍ୱିତୀୟ ଲହର ଯୋଗୁ ପୃଥିବୀରେ ବହୁ ଦେଶରେ ସ୍ଥିତି ଅଣାୟତ୍ତ ହୋଇଛି। ଏବେ ବ୍ରିଟେନ୍‌ରେ କରୋନା ମହାମାରୀର...

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପ୍ରମୁଖ ସଚିବ

ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୯ା୨(ଡି.ଏନ୍‌.ଏ.) – ଗୋପାଳପୁର/ହିଞ୍ଜିଳିକାଟୁ/ଶେରଗଡ଼,୧୮ା୨(ଡି.ଏନ୍‌.ଏ.)-ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ସଚିବ ବିଜୟ ଆରୋରା ମଙ୍ଗଳବାର ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, ଶେରଗଡ଼ ବ୍ଲକ ଗସ୍ତ କରି...

ହତ୍ୟା ଅଭିଯୁକ୍ତ ୩ ବର୍ଷ ପରେ ଗିରଫ

ନୟାଗଡ଼ ଅଫିସ,୨୧ା୧୦: ୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଜଣେ ଯୁବକଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ...

Advertisement
Archives

Model This Week