Posted inଜାତୀୟ

କାହିଁକି ଗନ୍‌ କ୍ୟାରେଜରେ ନିଆଗଲା ଜେଟଲୀଙ୍କ ପାର୍ଥିବ ଶରୀରକୁ

ନୂଆଦିଲ୍ଲୀ,୨୫।୮: ନିକଟରେ ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଥିବା ବେଳେ ତାଙ୍କୁ ଯେଉଁଭଳି ଭାବେ ବିଦାୟ ଦିଆଯାଇଥିଲା ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ବିଦାୟ ନେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ତେବେ ଜେଟଲୀଙ୍କୁ ରବିବାର ସକାଳେ ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଗନ୍‌ କ୍ୟାରେଜରେ ନିଆଯାଇଥିଲା। ନିୟମ ଦୃଷ୍ଟିରୁ ଗନ୍‌ କ୍ୟାରେଜରେ କେବଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ନିଆଯାଇଥାଏ। ସୂଚନାଯୋଗ୍ୟ, ଜେଟଲୀ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରତିରକ୍ଷା ବିଭାଗ ସମ୍ଭାଳି ଥିବାରୁ ତାଙ୍କୁ ଗନ୍‌ କ୍ୟାରେଜରେ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ମନା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୧ : ପିଲା କୋଭାକ୍ସିନ୍‌ ନେବା ପରେ ପାରାସିଟାମଲ ଦେବା ମନା। ଏନେଇ ସତର୍କ ସୂଚନା ଜାରି ହୋଇଛି। କୋଭାକ୍ସିନ୍‌ ଟିକା ନିର୍ମାତା ଭାରତ...

ଶ୍ରୀଶ୍ରୀ ବାବାଇଦା ହେଲେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ

ଦେଓଘର/ଭୁବନେଶ୍ୱର,୨୭ା୧୨: ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତ୍‌ସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀ ବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ରବିବାର...

କେଏମସି ନିର୍ବାଚନ ମତଗଣନା ଆରମ୍ଭ: ବହୁ ପଛରେ ଭାଜପା

କୋଲକାତା,୨୧।୧୨: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ (କେଏମସି) ନିର୍ବାଚନର ଫଳାଫଳ ମଙ୍ଗଳବାର ସ୍ପଷ୍ଟ ହେବ। ଏଥିପାଇଁ ସକାଳୁ ମତଗଣନା ଆରମ୍ଭ ହୋଇ ଯାଇଛି। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ...

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ...

ରାଷ୍ଟ୍ରପତି ଉନ୍ମୋଚିତ କରିଥିବା ଛବିଟି ନେତାଜୀଙ୍କ ନୁହେଁ

ନୂଆଦିଲ୍ଲୀ,୨୫ା୧- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଛବିକୁ ନେଇ ଦେଖାଦେଇଛି ବିବାଦ। ଫଟୋଟି ନେତାଜୀ...

ମୃତ୍ୟୁ ହାର ୧.୧୯ ପ୍ରତିଶତ, ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ

ଗୁଆହାଟୀ,୨୯।୫: ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର...

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ...

Advertisement
Archives

Model This Week