କାହା ପ୍ରେମରେ ପଡିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ଦର୍ଶକଙ୍କ ତରଫରୁ ଏହି ଟ୍ରେଲରକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳୁଛି। ତେବେ ସିଦ୍ଧାର୍ଥ ନିଜ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାଁ ସହ ଯୋଡି ଦିଆଯାଇଛି ତାରା ସୁତାରିଆ ଓ କିୟାରା ଆଡଭାନୀଙ୍କୁ। ତେବେ ପୂର୍ବରୁ ତାରାଙ୍କ ସହ ତାଙ୍କର ଆଫେୟାର୍ସ ଥିବା ବେଳେ ସିଦ୍ଧାର୍ଥ ଏବେ ଏକ ବାୟୋପିକ୍‌ରେ ତାରାଙ୍କ ସହ କାମ କରୁଛନ୍ତି। ଯେଉଁଥିପାଇଁ ଚର୍ଚ୍ଚା ଯୋର ଧରିଛି। ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସିଦ୍ଧାର୍ଥ କହିଛନ୍ତି ତାଙ୍କ ଆଫେୟାର୍ସକୁ ନେଇ ହେଉଥିବା ସମସ୍ତ ଆଲୋଚନା ମିଥ୍ୟା। ଏବେ ସେ ତାଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ବାସ୍‌। ପୂର୍ବରୁ କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ମାଧ୍ୟମରେ ଉଭୟ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ପରେ ଏମାନଙ୍କ ମଧ୍ୟରେ ଆଫେୟାର୍ସ ଆରମ୍ଭ ହୋଇଥିଲା। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏଥିରେ ଲାଗିଥିଲା ଫୁଲଷ୍ଟପ୍‌। ଅର୍ଥାତ୍‌ ଏହି ପ୍ରେମ କାହାଣୀରେ ହୋଇଥିଲା ବ୍ରେକ୍‌ ଅପ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାମ ପାଇଁ ଭିକ ମାଗିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ନିଆ ଶର୍ମା ଅନ୍ୟତମ। ସେ ଅନେକ ଟିଭି ସିରିଏଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟ...

କ୍ୟାନ୍ସରରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ ଅଭିନେତା ଡଷ୍ଟିନ ଡାଇମଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତେବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ...

ବାତ୍ୟାରେ ଭାଙ୍ଗିଲା ଏହି ଅଭିନେତ୍ରୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ କିଛିଦିନ ତଳେ ବାତ୍ୟା ‘ତାଉକ୍‌ତାଏ’ ତାଣ୍ଡବ ରଚିଥିଲା। ଫଳରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ବଡ଼ବଡ଼ ଗଛ ବି ଉପୁଡ଼ିପଡ଼ିଥିଲା। ଏହି ବାତ୍ୟା...

ଝିଅକୁ ଉପହାର ଦେଲେ ପ୍ରିୟଙ୍କା

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫାଦର୍ସ ଡେ’ ଅବସରରେ ସ୍ବାମୀ ନିକ ଜୋନାସ ଏବଂ ଝିଇ ମାଳତୀ ମ୍ୟାରିଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ସହ...

ଚର୍ଚ୍ଚାରେ ରାଜକୁମାରଙ୍କ ‘ଲୁଡୋ’ ଲୁକ୍‌, ଲୋକେ କହିଲେ ଆଲିଆଙ୍କ ନକଲ

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢାଳିବା ଲାଗି କିଛି ବି କରିଥାଏ। ବେଶପୋଷାକ ହେଉ ଅବା ଶରୀର ଗଠନ ସବୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏଭଳି...

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌...

ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ...

‘ଲୁପ ଲପେଟା’କୁ ନେଇ ଉତ୍ସାହିତ ଅଛନ୍ତି ତାପସୀ

ମୁମ୍ବାଇ: ବଲିଉଡରେ ଏବେ ରାଜ୍ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ତାପସୀ ପନ୍ନୁ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ...

Advertisement
Archives

Model This Week