କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ମହାକାଳପଡ଼ା,୮।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଡାଙ୍ଗ ପଞ୍ଚାୟତ ରମଳାଢିହି ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଛି। ସେହେଲେ ସରୋଜ ଜେନା (୩୨)। ସେ କ୍ଷେତରେ ଥିବା ସମୟରେ ବଜ୍ରପାତ ହୋଇଥିଲା। ୪ ଘଣ୍ଟା ପରେ ସେ ଜମିରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ବଦଳରେ ମେଶିନ କରୁଛି କାମ

ଆଳି,୬ା୬(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ମାଧ୍ୟମରେ ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ସରକାର ଘୋଷଣା...

ଶ୍ରାବଣରେ ହେଲାନି ସ୍ବାଭାବିକ

ଛେଣ୍ଡିପଦା,୨୦ା୮(ସ୍ବ.ପ୍ର.) ଶ୍ରାବଣ ସରିବା ଉପରେ। ହେଲେ ମୁଷଳ ଧାରାରେ ତ ଦୂରର କଥା ସ୍ବାଭାବିକ ପରିମାଣର ବର୍ଷା ଏଯାଏ ହୋଇନାହିଁ। ଫଳରେ ଅନୁଗୋଳ ଜିଲା ଛେଣ୍ଡିପଦା...

ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର

କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ...

ଦିନକ ପରେ ବଦଳିଲା ନିର୍ଦ୍ଦେଶ: ହେବନାହିଁ ଡିଏଲ୍‌/ଏଲ୍‌ଏଲ୍‌ ଟେଷ୍ଟ; ଆର୍‌ଟିଓ୍‌କୁ ନ ଯିବାକୁ ପରାମର୍ଶ

କଟକ ଅଫିସ,୧୧।୬- କରୋନା ସଂକ୍ରମଣ ଯୋଗୁ ମାର୍ଚ୍ଚ ୧୮ ତାରିଖ ପରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟିଂ ବନ୍ଦ ରହିଛି। ଏହାକୁ ପୁନଃ ଚାଲୁ କରିବା...

ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର: ବାଲେଶ୍ୱରରେ ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୨୦।୧- ରାଷ୍ଟ୍ରୀୟ ଯୁବ ସଙ୍ଗଠନ, ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ଅଭିଯାତ୍ରୀ ଦଳ ଶାନ୍ତି-ସଂହତି-ସଦ୍‌ଭାବନା ଯାତ୍ରାରେ ଗତ...

ମୋବାଇଲ ଟର୍ଚ୍ଚରେ ରୋଗୀ ଦେଖିଲେ ଡାକ୍ତର: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୫ା୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଦ୍ୟୁତ୍‌ କଟିଯାଇଥିବା ବେଳେ ଜଣେ ଡାକ୍ତର ମୋବାଇଲ୍‌...

ସପନ ହେଇଛେ ଭତା, ଆବାସ ଘର: ଭିଖ୍‌ ମାଗି ଚଲୁଛନ୍‌ ବୁରୁଧ୍‌ ଦମ୍ପତି

ଲୋଇସିଂହା,୨୧।୧ (ଡି.ଏନ୍‌.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗଁାର ବଜରୁ ସୁନା(୬୫)। ବଏସ୍‌ ଅଧ୍‌କା ହେବାର ଲାଗି ସେ କାମ୍‌ବୁତା କରି ନାଇଁପାରବାର। ଭୋଟର କାର୍ଡରେ...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ହାଟଡିହୀ,୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ,...

Advertisement
Archives

Model This Week