Posted inଫୁରସତ

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ ହୋଟେଲଟି ବିଭିନ୍ନ ଲକ୍‌ଜ୍ୟୁରିୟସ ଓ କ୍ଲାସିକ୍‌ କାର୍‌ ଥିମ୍‌ରେ ତିଆରି କରାଯାଇଛି। ହୋଟେଲର ବେଡ୍‌ରୁମ୍‌ ହେଉକି ଲବି, କି ବାର୍‌ ସବୁସ୍ଥାନ କାର୍‌ ଥିମରେ ତିଆରି। ଖଟ, ସୋଫା ସହ ହୋଟେଲର ସାଜସଜ୍ଜା ବି କାର୍‌ର ବିଭିନ୍ନ ପାର୍ଟସ୍‌ରେ ହୋଇଛି। ଏଠାରେ କୌଣସି ରୁମ୍‌ର ସାଜସଜ୍ଜା କାହା ସହିତ ସମାନ ନୁହେଁ। ସବୁ ରୁମ୍‌ର ସାଜସଜ୍ଜା ଏକରରୁ ଆରେକ। କାର୍‌ ସଉକ ଥିବା ଗ୍ରାହକଙ୍କୁ ଏହା ସ୍ବର୍ଗର ଅନୁଭୂତି ନିଶ୍ଚୟ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ମାଙ୍କଡ଼-ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ , ଆଉ ଶେଷରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୧୫୬୦ ଫୁଟ ଉଚ୍ଚରୁ ଖସୁଛି ନିଆଁ ଝରଣା…

କାର୍ଲିଫର୍ନିଆ: ଝରଣାରୁ ପାଣି ଝରିବା ସ୍ବାଭାବିକ କଥା। ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କାର୍ଲିଫର୍ନିଆରେ ରହିଛି ଏଭଳି ଏକ...

ଚିଙ୍ଗୁଡି ସହ ଖେଳୁଛନ୍ତି କୁକୁର ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ...

ଏହି ମନ୍ଦିରରେ ପାଳନ ହୁଏ ‘ନେକେଡ୍‌ ଫେଷ୍ଟିଭାଲ’

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ଶନିବାର ଦିନ...

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି...

ମରୁଭୂମିରେ ତୁଷାରପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଆମ ପୃଥିବୀ ଅଜବ ଜିନିଷରେ ପରିପୂର୍ଣ୍ଣ। ଅନେକ ଥର ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଅଜବ ଘଟଣା ଶୁଣିବାକୁ ପାଇଥାଉ, ସେଥିରୁ କେତେକ ଆମକୁ ଆଶ୍ଚର୍ଯ୍ୟ...

ଘରକୁ କଲେ ଆକ୍ୱାରିୟମ

ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ତିଆରି କରିଛନ୍ତି ପୃଥିବୀର ସବୁଠାରୁ ବଡ଼ ହୋମ ରିଫ୍‌ ଆକ୍ୱାରିୟମ୍‌। ନିଜ ଲିଭିଂ ରୁମ୍‌ରେ ସେ ଏହି ଆକ୍ୱାରିୟମ୍‌ଟିକୁ...

Advertisement
Archives

Model This Week