କାର୍‌ରେ ଗୁଡ୍‌ ନ୍ୟୁଜର ପ୍ରମୋଶନ କଲେ ଅକ୍ଷୟ-କରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ବେବୋ କରିନା କପୁର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଗୁଡ୍‌ ନ୍ୟୁଜର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏବେ ଏମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଏମାନେ କାର୍‌ ଭିତରେ ଫିଲ୍ମର ପ୍ରମୋଶନ କରୁଥିବା ଦେଖାଯାଇଛି। ନିକଟରେ ଅକ୍ଷୟ, କରିନା, ଦିଲଜିତ ଦୋସାଂଝ ଓ କିୟାରା ଆଡଭାନୀ ଫିଲ୍ମର ପ୍ରମୋଶନ ପାଇଁ ଯିବା ସମୟରେ ଟାଇମ୍‌ ଓ୍ବେଷ୍ଟ ନ କରି ରାସ୍ତାରେ ଯିବାବେଳେ ଏକ ଭିଡିଓ ଶୁଟ୍‌ କରିଥିଲେ। ପରେ ଅକ୍ଷୟ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। ଭିଡିଓଟି ଅକ୍ଷୟଙ୍କ ପାଖରୁ ଆରମ୍ଭ ହେଉଥିବା ବେଳେ ସେ ଫିଲ୍ମର ଗୀତ ମାନା ଦିଲ୍‌ ଗାଉଥିବା ବେଳେ ପରେ ଅନ୍ୟ କଳାକାରମାନେ ତାଙ୍କ ନିକଟକୁ ଆସିଛନ୍ତି। ଫିଲ୍ମଟି ଚଳିତ ମାସ ୨୭ରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଲେ କଣ୍ଠଶିଳ୍ପୀ ମୈଥିଲି: ବଲିଉଡ୍‌ ପାଇଁ ଆଉ କେବେ ଗାଇବେ ନାହିଁ ଗୀତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଖବର ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କୁ ମନେପକାଇ ପ୍ରଶଂସକମାନେ ସେମାନଙ୍କ ପୁରୁଣା...

ଟୁଇଟର୍‌ରେ ଟ୍ରେଣ୍ଡ୍‌ କରୁଛି ‘ବୟକଟ୍‌ ଛପାକ୍‌’

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ଦୀପିକାଙ୍କ ଏହି ଗସ୍ତ କିଛି ଲୋକଙ୍କୁ ପସନ୍ଦ ଆସିନାହିଁ। ସୋସିଆଲ୍‌...

ଏହି ୫ ଜଣଙ୍କ ସହିତ ଡେଟିଂରେ ଯାଇଛନ୍ତି ଅନୁଷ୍କା

ମୁମ୍ବାଇ,୧।୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବୁଧବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୮ ମେ ୧ରେ ଅଯୋଧ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। କିକ୍ରେଟର ବିରାଟ...

ଲକ୍‌ଡାଉନ୍‌ ଯୋଗୁ ଶେଷ ଦର୍ଶନ ମନା: ଇରଫାନ୍‌ଙ୍କ ଶବାଧାରରେ ସାମିଲ ହେବେ ମାତ୍ର ୨୦ଜଣ

ବମ୍ବେ: ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଇରଫାନ୍‌ ଖାନ୍‌। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରସାରିତ...

‘ମିଶନ ମଙ୍ଗଲ’ ନିର୍ଦ୍ଦେଶକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି ହଠାତ୍‌ ଗତ ୨୫ ତାରିଖରେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ...

ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର...

ବାସ୍କେଟ୍‌ବଲ ଖେଳାଳିଙ୍କ ପ୍ରେମରେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣା। ସେ ବି ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ନୁହେଁ ବରଂ ବ୍ୟକ୍ତିଗତ ଜୀବନକୁ ନେଇ। କୃଷ୍ଣା...

Play 250+ Trending Games
Archives

Model This Week

Why Dharitri