କର୍ବଲାରେ ମିନି ବସ୍‌ ବିସ୍ଫୋରଣ: ୧୨ ମୃତ; ଆଇଏସ୍‌ର ହାତ ଥିବା ସନ୍ଦେହ

ବାଗଦାଦ୍‌,୨୧।୯: ଇରାକ୍‌ରେ ଏକ ମିନି ବସ୍‌ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍‌ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର ପ୍ରବେଶ ପଥର ଏକ ଚେକ୍‌ ଗେଟ୍‌ ନିକଟରେ ମିନି ବସ୍‌ଟିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ତଦନ୍ତ ଜାରି ରହିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ଶିହା ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଇରାକ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୟସ ୩୯ ସନ୍ତାନ ସଂଖ୍ୟା ୩୮

କମ୍ପାଲା,୧।୫: ଏବେ ୩୯ ବର୍ଷ ବୟସ୍କା ଜଣେ ମହିଳା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୟୁଗାଣ୍ଡାର କମ୍ପାଲାରେ ରହୁଥିବା ମରିୟମ୍‌ ନାବାନ୍ତଜୀ ନାମ୍ନୀ ଏହି...

ନେତନ୍ୟାହୁଙ୍କ ଭାଗ୍ୟ ପରୀକ୍ଷା

ଜେରୁଜେଲମ୍‌,୧୭।୯: ଇସ୍ରାଏଲ୍‌ରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ମଙ୍ଗଳବାର ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ମଙ୍ଗଳବାର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ...

କରୋନା ଆକ୍ରାନ୍ତ ସତ୍ତ୍ୱେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ, ହେଲେ ଟ୍ରୋଲ

ଇସଲାମାବାଦ,୨୬।୩: ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ କ୍ୟାପ୍‌ଶନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ...

ତୁରନ୍ତ କାବୁଲ ବିମାନ ବନ୍ଦର ଗେଟ୍ ଛାଡିବାକୁ ନିଜ ନାଗରିକଙ୍କୁ ସୂଚନା ଦେଲା ଆମେରିକା

ୱାଶିଂଟନ,୨୮ ।୮: ଆଫଗାନିସ୍ତାନ ରାଜଧାନୀ କାବୁଲର ବିମାନ ବନ୍ଦରରେ ହୋଇଥିବା ବସ୍ଫୋରଣ ପରେ ଆମେରିକା ତା’ର ନାଗରିକଙ୍କୁ ସତର୍କ କରାଇ ଦେଇଛି । ସେ ତା’ର...

ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ।...

ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

ବର୍ଲିନ୍‌,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ସମ୍ପର୍କରେ...

ପିଲାଙ୍କ ଟିକା ଫାଇଜରକୁ ଅନୁମତି ଲାଗି ସୁପାରିସ୍‌

ଓ୍ବାଶିଂଟନ୍‌,୨୭ା୧୦: ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍‌ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ...

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ପ୍ରଥମଥର କଥା ହେବେ ମୋଦି

ନୂଆଦିଲ୍ଲୀ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି । ହେଲେ ଏହାର କୌଣସି ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week