କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ସଚେତନତା। ତେବେ କରୋନା ଭାଇରସକୁ ବ୍ୟାପିବାରୁ ରୋକିବାକୁ ଅଧିକାଂଶ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି। ସରକାର ହୋଲି ଖେଳିବା ସମୟରେ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ପଞ୍ଜାବର ଅମୃତସରରେ ଲୋକେ ରଙ୍ଗ ବଦଳରେ ଫୁଲରେ ହୋଲି ଖେଳିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ଲେଖିବେ ଗୁଲାମ ନବୀ!

ନୂଆଦିଲ୍ଲୀ,୧୬ ।୨: କିଛିଦିନ ହେବ ଦେଶର ରାଜନୈତିକ ବାତାବରଣରେ ସାମାନ୍ୟ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ...

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ...

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା...

ହୃଦୟ ବିଦାରକ ଦୃଶ୍ୟ: ମୃତ ମା’ଙ୍କ ଉପରେ ଘୋଡାଯାଇଥିବା ଚାଦର ସହ ଖେଳୁଥିବା ଶିଶୁର ଭିଡିଓ ଭାଇରାଲ୍‌

ପାଟନା,୨୭।୫:ବିହାରର ମୁଜାଫରପୁର ରେଳ ଷ୍ଟେଶନରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଷ୍ଟେଶନରେ ଶୋଇଥିବା ଜଣେ ମୃତ ମହିଳାଙ୍କ ନିଷ୍ପାପ ଶିଶୁଟି ମା’ଙ୍କ ଶରୀରରେ...

‘ୟୁପିରେ ବହୁଛି ପ୍ରିୟଙ୍କା ଝଡ଼’

ଲକ୍ଷ୍ନୌ,୪।୭: ଉତ୍ତର ପ୍ରଦେଶରେ ପରିବର୍ତ୍ତନର ଝଡ଼ ବହୁଛି। ଯାହାର ନାମ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ ବାସୀ କଂଗ୍ରେସକୁ ଆଶାର ଦୃଷ୍ଟିରେ ଦେଖୁଛନ୍ତି। ଖୁବ୍‌ ଉତ୍ସାହିତ ଅଛନ୍ତି...

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ...

କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିବା ପାଇଁ ଗୋବରରେ ପୋତିଲେ ଶବ

ଲକ୍ଷ୍ନୌ, ୧୦।୯: ଉତ୍ତର ପ୍ରଦେଶ ଅମରୋହା ଜିଲାରୁ ଅନ୍ଧ ବିଶ୍ୱାସର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜନପଦ ଥାନା ଅନ୍ତର୍ଗତ ଦେହାତ ଅଞ୍ଚଳର...

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ...

Advertisement


Archives

Model This Week