କରୋନା କବଳରେ ୧୦ ମାସର ଭାରତୀୟ ଶିଶୁ

ବେଙ୍ଗାଲୁରୁ,୨୭।୩: ଡରାଉଛି କରୋନା। ଏହି ମାହାମାରୀ ଏବେ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ବହୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପାଖରେ ଏକ ପ୍ରକାର ହାର ମାରିଛନ୍ତି କହିଲେ ଚଳେ। ଭାରତରେ ଏକେ କରୋନା ତା’ର କାୟା ବିସ୍ତାର କରି ସାରିଛି। ଏଠାରେ ଦ୍ରୁତ ଗତିରେ ବଢିଚାଲିଥିବା ସଂକ୍ରମିତଙ୍କୁ ଦେଖି ଅନେକ ଲୋକ ଭୟଭୀତ ହୋଇ ଯାଇଛନ୍ତି। ଇତି ମଧ୍ୟରେ ଦକ୍ଷିଣ କନ୍ନଡ ଜିଲାର ସାଜିପାନାଡୁରେ ଜଣେ ୧୦ ମାସର ଶିଶୁଙ୍କ ନିକଟରେ କରୋନା ପଜିଟିଭ ମିଳବା ଫଳରେ ସେଠାକାର ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦକ୍ଷିଣ କନ୍ନଡର ଡେପୁଟି କମିଶନର ସିନ୍ଧୁ ବି. ରୂପେଶ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପରେ କେହି କେହି କହୁଛନ୍ତି ଭାରତ ଏବେ କରୋନା ଭାଇରସ ସଂକ୍ରମଣର ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଶେଷ ପାହାଚରେ ଉପନୀତ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ରାଇସିନା ରେସ୍‌

ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ...

ସାଇରସ୍‌ ମିସ୍ତ୍ରୀଙ୍କ ନିଧନ ପରେ ସଂକଳ୍ପ ନେଲେ ଆନନ୍ଦ ମହିନ୍ଦ୍ରା: କହିଲେ, ଏହା ସମସ୍ତଙ୍କ ପାଇଁ ଜରୁରୀ

ନୂଆଦିଲ୍ଲୀ,୬।୯: ଟାଟା ସନ୍ସର ପୂର୍ବତନ ଚେୟାରମେନ ସାଇରସ୍‌ ମିସ୍ତ୍ରୀଙ୍କ ରବିବାର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଘଟଣାସ୍ଥଳର ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ସାଇରସ୍‌ ପଛରେ...

ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ରାଞ୍ଚି, ୨୦।୭: ପ୍ରଶାସନିକ ଅବହେଳାର ଉଦାହରଣ ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ସିଲାଗାଇ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ...

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ...

କୁକୁଡା ଲଢ଼େଇରେ ପ୍ରାଣ ହରାଇଲେ ମାଲିକ

ନୂଆଦିଲ୍ଲୀ,୨୮।୨ : ବେଆଇନ କୁକୁଡା ଲଢ଼େଇବେଳେ ଜଣେ ମାଲିକଙ୍କ ମୃତ୍ୟୁ ଘଟଛି। ଏଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି ତେଲେଗାନାରୁ। ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀକୁ...

ଟିକା ନେବା ପରେ ୪୦ କୋଟି ଲୋକ ପାଲଟି ଯାଇଛନ୍ତି ‘ବାହୁବଳୀ’: ମୋଦି

ନୂଆଦିଲ୍ଲୀ,୧୯ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ସୋମବାର ସଂସଦରେ ପହଞ୍ଚିଥିଲେ । ଏହି ସମୟରେ ସେ ଖବରଦାତାଙ୍କ...

‘ପିଡି’ ସହ ଏବେ ସମୟ ବିତାଉଛନ୍ତି ରାହୁଲ

ନୂଆଦିଲ୍ଲୀ, ୨୯।୫: ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖୁଛନ୍ତି କଂଗ୍ରେସ ଅଧ୍ୟକ୍ଷ...

୫୭୨ ଦିନ ପରେ ଆଜି ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

Advertisement
Archives

Model This Week