କମିଲା କର୍ପୋରେଟ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ, ୨୦।୯: ଗୋଆରେ ବସିବାକୁ ଥିବା ଜିଏସ୍‌ଟି ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ ଘୋଷଣା କରିଛନ୍ତି। କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଖୁସି କରିବା ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମାଇଛନ୍ତି। ଏନେଇ ଅଧ୍ୟାଦେଶ ପାସ୍‌ ହୋଇଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ମିନିମମ୍‌ ଅଲଟରନେଟିଭ୍‌ ଟ୍ୟାକ୍ସ(ମ୍ୟାଟ୍‌) ୧୮.୫ରୁ ୧୫%କୁ ହ୍ରାସ କରାଯାଇଛି। ଏଣିକି କମ୍ପାନୀଗୁଡିକ ସର୍‌ଚାର୍ଜ ଏବଂ ସେସ୍‌ ସହ ୨୫.୧୭% ଟିକସ୍‌ ଦେବେ। ନୂଆ ଘରୋଇ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୀତାରାମନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୯-୨୦ ଆଥିକ ବର୍ଷରୁ ଘରୋଇ କମ୍ପାନୀଗୁଡିକ ୨୨% ପ୍ରତିଶତ ଆୟକର ଦେବେ। ୨୨% ଆୟକର ଦେଉଥିବା କମ୍ପାନୀଗୁଡିକୁ ଅନ୍ୟ ଟିକସ ଛାଡ ସୁବିଧା ମିଳିବନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍କ ଦେଶ ସହ କରୋନାକୁ ନେଇ ଆଲୋଚନା: ଜରୁରିକାଳୀନ ପାଣ୍ଠି ପାଇଁ ଭାରତ ଦେବ ୧୦ ମିଲିୟନ ଆମେରିକୀୟ ଡଲାର

ନୂଆଦିଲ୍ଲୀ,୧୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ଏସ୍‌ଏଏଆର୍‌ସି) ବା ସାର୍କ ଦେଶର ସଦସ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ...

ଲୁଣ, ତେଲ ପ୍ୟାକେଟରେ ମୋଦି, ଯୋଗୀଙ୍କ ଫଟୋ

ଲକ୍ଷ୍ନୌ,୧୨ା୧୨: ୮୦ ହଜାର ରାଶନ ଦୋକାନ ଜରିଆରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ଲୁଣ, ରିଫାଇଣ୍ଡ ତେଲ...

ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଶହୀଦ

ଜମ୍ମୁ,୨୨ ।୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଂଜୱାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ...

ଦିଦି ମଣିଷ ମାରିବାରେ ବିଶ୍ୱାସ କରନ୍ତି: ମୋଦି

ନୂଆଦିଲ୍ଲୀ,୧୨।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ସରିଛି। ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୭ରେ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜଧାନୀରୁ ହଟିବ କରୋନା କଟକଣା

ନୂଆଦିଲ୍ଲୀ,୨୫।୧: ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା କରୋନା କଟକଣା ଖୁବଶୀଘ୍ର ପ୍ରତ୍ୟାହାର ହେବ। ବର୍ତ୍ତମାନ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇବାକୁ ଚିନ୍ତା କରୁଥିବା...

ଆରମ୍ଭ ହେଲା ଶ୍ରମିକଙ୍କ ଘରବାହୁଡା: ତେଲେଙ୍ଗାନାରୁ ଝାଡ଼ଖଣ୍ଡ ଅଭିମୁଖେ ବାହାରିଲା ୨୪କୋଚ ଥିବା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ,୧।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର...

ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

Advertisement
Archives

Model This Week