Posted inଫୁରସତ

କନିଷ୍ଠ କର୍ମଚାରୀଙ୍କୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିପାରିବେନି ବରିଷ୍ଠ, ଯଦି କରନ୍ତି ତେବେ…

ଟୋକିଓ: ଜାପାନ ସରକାର ଆସନ୍ତା ବର୍ଷ (୨୦୨୦)ରେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁଯାୟୀ, କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ କର୍ମଚାରୀଙ୍କୁ ଅଫିସ୍‌ କାର୍ଯ୍ୟ ପରେ ପାର୍ଟି କରିବାକୁ ଡାକି ପାରିବେ ନାହିଁ। ଯଦି ଡାକନ୍ତି, ତେବେ ଶୋଷଣ ଅଭିଯୋଗରେ ଦଣ୍ଡିତ ହେବେ।


ସାଧାରଣତଃ କାର୍ଯ୍ୟାଳୟରେ ସୁ-ସମ୍ପର୍କ ରକ୍ଷା ପାଇଁ ଜାପାନରେ ସହକର୍ମୀଙ୍କ ମଧ୍ୟରେ ପାର୍ଟିର ଆୟୋଜନ କରାଯାଇଥାଏ। ଏହି ପାର୍ଟିର ଉଦ୍ଦେଶ୍ୟ ହେଲା ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ଭଲ ଭାବରେ ଜାଣିପାରିବେ। ଆଉ ମିଶି କାମ କରିବା ସହଜ ହେବ। କିନ୍ତୁ ପାର୍ଟିରେ ମଦ୍ୟପାନ ପାଇଁ ବାଧ୍ୟ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ବରିଷ୍ଠ କର୍ମଚାରୀ କନିଷ୍ଠ କର୍ମଚାରୀଙ୍କୁ ମଦ୍ୟପାନ କରିବାକୁ ଡାକିଲେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ। ଯାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନାହିଁ। କାରଣ ବସ୍‌ ଡାକିଲେ ମନା କରିବାର ସାହସ ନ ଥାଏ କର୍ମଚାରୀଙ୍କର। ଚାକିରି ଚାଲିଯିବାର ଭୟ ମଧ୍ୟ ରହିଥାଏ। କିନ୍ତୁ ଜାପାନରେ ଏହାର ଓଲଟା ଦେଖିବାକୁ ମିଳିବ। କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ସ୍ବତନ୍ତ୍ର ସ୍ବାଧୀନତା ଦିିଆଯାଇଛି। କାହାରି ଅନୁଶାସନରେ ଏଠାରେ କାମ ହୁଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହଗ୍‌ ଡେ’: ସାଥୀଙ୍କ ନିକଟରେ ଏପରି ପ୍ରକାଶ କରନ୍ତୁ ମନର ଭାବନା

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

ନିଜ ଭିତରେ ଏହିଭଳି ପରିବର୍ତ୍ତନ ଦେଖୁଥିବା ପୁରୁଷ ଶୀଘ୍ର କରନ୍ତୁ ବିବାହ

ପ୍ରାୟ ଯୁବକଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ। ସେମାନେ ତାଙ୍କର ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି। ମାତ୍ର ପରେ ଜୀବନରେ...

ଗଣେଶଙ୍କ ଆଧାରକାର୍ଡ

ରାଞ୍ଚି: ଗଣେଶପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଝାଡ଼ଖଣ୍ଡର ଜାମଶେଦପୁରର ଏକ ପୂଜା ମଣ୍ଡପରେ ଗଣେଶ ପ୍ରଭୁଙ୍କ ଆଧାରକାର୍ଡ...

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ...

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି...

ମା’ର ମମତା: କୁକୁର ଛୁଆକୁ କ୍ଷୀର ପିଆଉଛି ଗାଈ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ସୋସିଆଲ ମିଡିଆରେ କେବଳ ପାଦର ଫଟୋ ଶେୟାର କରି ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି ଏହି ମଡେଲ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀ ସମୟରେ ଇଣ୍ଟରନେଟ୍‌ର ବ୍ୟବହାର ବେଶ୍‌ ବୃଦ୍ଧି ପାଇଛି। ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟ ବ୍ଲଗର୍‌, ଶିକ୍ଷକ, ଜିମ୍‌ ବିଶେଷଜ୍ଞ ଆଦି...

Advertisement
Archives

Model This Week